ଚିକିଟି,୧୫/୭(ନିଗମାନନ୍ଦ ପଣ୍ଡା):ଲିଆଖାଇ ସ୍ଥିତ ରଞ୍ଜନ ପ୍ରଧାନ ଙ୍କ ବାସ ଭବନରେ ଅମିତ ପ୍ରଧାନ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଚିକିଟି ମନୁ ସେନା ଏବଂ ସମ୍ବାଦ ଆମ ଓଡିଶା ସହଯୋଗ ରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ମନୁସେନା ସମ୍ପାଦିକା ମୀନା ଦ୍ୟାନ ସାମନ୍ତରା ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ଶିବିର କୁ ଆରମ୍ଭ କରିଥିଲେ l ଏହି ଶିବିର ରୁ ମୋଟ ୧୦୫ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l ରକ୍ତଦାନ କରିଥିଲେ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା,କେ ତୁଳସାୟା ରେଡି, ପି. ଦେବରାଜ, ସନ୍ତୋଷ କୁମାର ରେଡି, ଵି. ଶ୍ରୀନୁ, କୈଳାଶ ଚନ୍ଦ୍ର ପ୍ରଧାନ, ସିଏଚ. ତlରକେଶ୍ୱର ରାଓ, ବସନ୍ତ କୁମାର ପ୍ରଧାନ, ଡି. ମୋହନ ରାଓ, ପି. ବିନୋଦ କୁମାର, ରାମକୃଷ୍ଣ ପ୍ରଧାନ, ଅବିନାଶ ପ୍ରଧାନ, କେ. ରାଜୁ ରେଡି, ସନ୍ୟାସୀ ପ୍ରଧାନ, ନାରାୟଣ ପ୍ରଧାନ, ସାରଥି ମଳିକ, ସନ୍ଦୀପ ପ୍ରଧାନ, ରାଜୀବଲୋଚ ପ୍ରଧାନ, ଉମାକାନ୍ତ ପ୍ରଧାନ, ମନୋଜ କୁମାର ସାହୁ, ଶୁଭମ ବେହେରା, କ୍ଷେମରାଜ ପାଢ଼ୀ, ଆଶିଷ ପ୍ରଧାନ, ରଞ୍ଜନ କୁମାର ପ୍ରଧାନ, ଜିତେନ୍ଦ୍ର ନାୟକ, ଅନନ୍ତରାମ ପାଣିଗ୍ରାହୀ, ଶିବ ବେହେରା, ସନ୍ଦୀପ ପ୍ରଧାନ, କାହ୍ନୁ ନାଇକ, ଚନ୍ଦନ ପ୍ରଧାନ, ଡି. ତ୍ରିପତି, ଶଙ୍କର ସାହୁ, ମନୋଜ କୁମାର ପ୍ରଧାନ, ସନାତନ କୁଣ୍ଡ, ସଚିନ କୁମାର ଖାଡ଼ଙ୍ଗା, କିରନ ମହାନ୍ତି, ବିଘ୍ନ ପଣ୍ଡା, ପିଣ୍ଟୁ ପ୍ରଧାନ, ଭୈରବ ପ୍ରଧାନ,ଶୁଭମ ପ୍ରଧାନ, ରାଜ ପାଢ଼ୀ, ରାଜେଶ ପ୍ରଧାନ, ସୁଶାନ୍ତ କୁମାର ସାହୁ, ଶୁଭଲଗ୍ନ ସାହୁ, ମଣ୍ଟୁ ପ୍ରଧାନ, ସାଗର ବେହେରା, ସୁରଜ ସାହୁ, ଶଙ୍କର ଗୌଡ଼, ସୀତାରାମ ସାହୁ, ମହେନ୍ଦ୍ର ପାଣିଗ୍ରାହୀ, ମନୋଜ ପ୍ରଧାନ, ଶୁଭମ କନ୍ୟାରୀ, ସନ୍ତୋଷ କୁମାର ସାହୁ, ବଳିୟା ପଣ୍ଡା, ହରିହର ପଣ୍ଡା, ଉମାକାନ୍ତ ମହାରଣା, ସୁମନ କୁମାର, ସଦା ପ୍ରଧାନ, ରତ୍ନାକର ବେହେରା, ନୀତେଶ କୁମାର ଯଶୋବନ୍ତ, ରାମ ପ୍ରଧାନ, ଦାମୋଦର ପ୍ରଧାନ, ପ୍ରିତମ ପ୍ରଧାନ, ରାମଚନ୍ଦ୍ର ପାତ୍ର, ବଳିୟା ବିଶୋଇ, ଵି. ପ୍ରକାଶ, କିରନ ପ୍ରଧାନ,ରାଜେନ୍ଦ୍ର ସେଠି, ସୁଶାନ୍ତ କୁମାର ସାହୁ, ପପୁ ସେଠି, ଅଜିତ କୁମାର ସାହୁ, ପ୍ରଶାନ୍ତ ସାହୁ ଉଆଳି କନ୍ୟାରୀ, ନୃସିଂହନାଥ ସାବତ, ଜି. ଲୋକେଶ, ସୁରେନ୍ଦ୍ର ମହାରଣା, ରବୀନ୍ଦ୍ର ଜାନି, ଵି. ସାକିଲି କନ୍ୟାରୀ, ରାମକୃଷ୍ଣ ପ୍ରଧାନ, ବିଷ୍ଣୁ ପ୍ରସାଦ ମଳିକ, ସନ୍ତୋଷ ପ୍ରଧାନ, କିଶୋର ଚନ୍ଦ୍ର ମଳିକ, ଶଙ୍କର ପ୍ରଧାନ, ଗଙ୍ଗା ସେଠି, ହରିଶ କୁମାର ସାହୁ, ପ୍ରକାଶ ପ୍ରଧାନ, ଦିଲୀପ କୁମାର ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ, ରତ୍ନାକର ମଳିକ, ଧନୁ ପ୍ରଧାନ, ଅମିତ ସାହୁ, ସୁମନ ବେହେରା, ଶୁଭମ ପ୍ରଧାନ, ଶଙ୍କର ପ୍ରଧାନ, ଚୈତନ୍ୟ ପ୍ରଧାନ, ଵି. ପୁରୁଷୋତ୍ତମ ବାରିକ, ଶିବ କନ୍ୟାରୀ, ଗୁରୁନାଥ ସେଠି, ଶଙ୍କର ପ୍ରଧାନ, ଶିବ ପ୍ରସାଦ ସାହୁ l ରକ୍ତଦାନ ଶିବିର ପରିଚାଳନା ରେ ସହଯୋଗ କରିଥିଲେ ମନୋଜ ପ୍ରଧାନ, ମକରା ପ୍ରଧାନ, ଵି. ସାକିଲି କନ୍ୟାରୀ, ପ୍ରିତମ ପ୍ରଧାନ, ଟୁକୁନା ପ୍ରଧାନ, ହିଟୁ ପ୍ରଧାନ, ଵି. ପ୍ରକାଶ, ରାମ ପାତ୍ର, ଉଆଳି କନ୍ୟାରୀ, ରାମକୃଷ୍ଣ ପ୍ରଧାନ, ଅଶୋକ ପାଣିଗ୍ରାହୀ, କୁନି ସୁଆର, ପ୍ରକାଶ ପ୍ରଧାନ, ସୂର୍ଯ୍ୟ ନାରାୟଣ ପ୍ରଧାନ, ବାସୁ ମଳିକ, ଗୁରୁବାରୁ ପ୍ରଧାନ, ବଳରାମ ପ୍ରଧାନ, କୃଷ୍ଣଚନ୍ଦ୍ର ପ୍ରଧାନ, ଭୌରବ ପ୍ରଧାନ, ରବି ମଳିକ, ପ୍ରଭାକର ପଣ୍ଡା, ରବୀନ୍ଦ୍ର ପଣ୍ଡା, ଦୁର୍ଯ୍ୟୋଧନ ବେହେରା ଏବଂ ଶୁଭମ ପ୍ରଧାନ l ବ୍ରହ୍ମପୁର ରକ୍ତଭଣ୍ଡାର ରୁ ଡାକ୍ତର ଟୁନୁ ଭତ୍ରିଆ, ଗୋପାଳ ପଣ୍ଡା, ଦେବରାଜ ଭୋଇ, ବିକ୍ରମ ବିଦିତ, ଗୋପାଳ କୃଷ୍ଣ ସାହୁ, ଡମ୍ବରୁଧର କାର୍କୀ, ଆର. ପ୍ରଧାନ ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ l

