ନୂଆପଡା,୩୧।୭(ପରମେଶ୍ୱର ମେହେର): ଜିଲ୍ଲା ସିନାପାଲି ବ୍ଲକ ମାଖପଦର ପଞ୍ଚାୟତ ଝାଙ୍କରଗୁଡା ଅବସ୍ଥା ବେହାଲ l ଗାଁ କୁ ସଂଯୋଗ କରୁଥିବା ରାସ୍ତା ବେହାଲ l ଚାଷ ଜମି ଉପରେ ଚାଲୁଛି ବନ୍ୟା ପାଣି l ଗାଁ ଭିତର କୁ ଉଦନ୍ତି ନଦୀ ବନ୍ୟା ଜଳ ପଶିଚି l ଝାଙ୍କରଗୁଡ଼ାର ଅନେକ ଚାଷ ଜମି ଭାଙ୍ଗି ଯାଇଛି l ଗାଁ ଚାରିଆଡେ ପାଣି ଭର୍ତିହୋଇ ରହିଛି l ଉଦନ୍ତି ନଦୀ ର ପାଣି ଦିଗ ବଦଳାଇ ପ୍ରବଳ ସ୍ରୋତ ରେ ଗାଁ ମୁହାଁ ହୋଇଛି l ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି l

