ଛତ୍ରପୁର/ଚିକିଟି, ୨୮।୯(ନିଗମାନନ୍ଦ ପଣ୍ଡା):ଗଞ୍ଜାମ ଜିଲ୍ଲା କଂଗ୍ରେସ (ପୂର୍ଵ) ତରଫ ରୁ ଜ୍ଞାନେଶ କୁମାର ର ବହିଷ୍କାର ଓ ଗିରଫ ଦାବି ରେ ଛତ୍ରପୁର ଜିଲ୍ଲାପାଳ କାର୍ଯାଳୟ ଘେରାଉ ହେଇଥିଲା ଏବଂ କୁଷ ପୁତୁଲା ଦାହ ହେଇଥିଲା ଏଥରେ ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହେଲା ଏଥିରେ ପୂର୍ବତନ ମନ୍ତ୍ରୀ ରାଘବ ପରିଡା, ପୂର୍ବତନ ବିଧାୟକ ଡାକ୍ତର.ତ୍ରୀନାଥ ବେହେରା,ସମବାୟ ସେଲ୍ଲ ରାଜ୍ୟ ଅଧକ୍ଷ ଅମିୟ ପଟ୍ଟନାୟକ, ଉପସଭାପତି ବୃନ୍ଦାବନ ଖଟାଇ, ଉପସଭାପତି ଅଶୋକ ପଟ୍ଟନାୟକ,ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳଅଧକ୍ଷ ପ୍ରଫୁଲ ପଣ୍ଡା,ସୋସିଆଲ ସେଲ୍ଲ ଅଧିକ୍ଷ ସିଦ୍ଧାନ୍ତ କୁମାର ସାହୁ, ରଙ୍ଗାଇଲୁଣ୍ଡା ବ୍ଲକ ସଭାପତି ଗୋକୁଳ କର,ପ୍ରବୀର ସାବତ,ରବୀନ୍ଦ୍ର ନାଥ ଧ୍ୟାନ ସାମନ୍ତରା,ସୁଜିତ ରାଉତ,ଅତିଶ ଦଳାଇ ଭୈରବ ପ୍ରସାଦ ପଣ୍ଡା, କ୍ଷମାସାଗର ମହାରଣା, ପି.ଶୀତେୟା ରେଡି ଏବଂ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦାନ କରିଥିଲେ ।

