ବ୍ରହ୍ମପୁର /ଚିକିଟି ୧୯।୯(ନିଗମାନନ୍ଦ ପଣ୍ଡା):ଆଜି ଗଞ୍ଜାମ ଜିଲ୍ଲା କଂଗ୍ରେସ (ପୂର୍ବ) ସେବା ତରଫ ରୁ ଗୋପାଳପୁର ବେଳା ଭୁମି ସଫାଈ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ଏହି କାର୍ଯ୍ୟକ୍ରମ ଜିଲ୍ଲା
ସଭାପତି ରଶ୍ମି ରଞ୍ଜନ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ହେଇଥିଲା ଏଥିରେ ରାଜ୍ୟ ସେବା ଦଳ ଅଧକ୍ଷ ଶୁଭେନ୍ଧୁ ମହାନ୍ତି AICC ପ୍ରଭାରି ନରେନ୍ଦ୍ର ସିଂ ଭାଟି ପୂର୍ବତନ ମନ୍ତ୍ରୀ ରାଘବ ପରିଡା, ପୂର୍ବତନ ବିଧାୟକ ଡ.ତ୍ରିନାଥ ବେହେରା,ଉପସଭାପତି ବୃନ୍ଦାବନ ଖଟାଇ, ଉପସଭାପତି ଅଶୋକ ପଟ୍ଟନାୟକ, ସୋସିଆଲ ମେଡ଼ିଆ ଅଧକ୍ଷ ସିଦ୍ଧାନ୍ତ କୁମାର ସାହୁ,ରଙ୍ଗାଇଲୁଣ୍ଡା ବ୍ଲକ ସଭାପତି ଗୋକୁଳ କର, ପବିରୋ ସାବତ, ଶଙ୍କର ସୁବୁଦ୍ଧି,ପ୍ରଶାନ୍ତ ପାଣି ଏବଂ ବହୁ ମାତ୍ରା ରେ କଂଗ୍ରେସ ସେବା ଦଳ କର୍ମୀ ଉପସ୍ଥିତ ଥିଲେ ।

