ଫୁଲବାଣୀ:୦୯/୦୪(ସୁନୀଲ ପଟ୍ଟନାୟକ):ସୁଡୁରୁକୁମ୍ପା ରେଞ୍ଜ ବାଡ଼ିଗୁଡା ଗ୍ରାମରେ ଏକ ୧୦ଫୁଟର ଅହିରାଜ ସାପ ପଶିଥିବାର ଦେଖି ଗ୍ରାମବାସୀ ସୁଡୁରୁକୁମ୍ପା ବନବିଭାଗକୁ ଜଣାଇ ଥିଲେ ଖବର ପାଇ ବନବିଭାଗ କର୍ମଚାରୀ ଗ୍ରାମରେ ପହଁଚି ସାପଟିକୁ ଚି଼ହ୍ନଟ କରିଥିଲେ ପରେ ସ୍ନେହ ହେଲ୍ପ ଲାଇନ କୁ ଯୋଗାଯୋଗ କରିଥିଲେ ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଜଗନ୍ନାଥ ରାଜୁ ଏବଂ ଅବଦୁଲ ଶାକୀର ସେହି ଗ୍ରାମରେ ପହଂଚି ସାପ ଟିକୁ ସୁରକ୍ଷିତ ଉଦ୍ଧାର କରିଥିଲେ ପରେ ସାପଟିକୁ ଦୂର ଜଙ୍ଗଲରେ ଛାଡିଥିଲେ |ବିଷଧର ସାପ ଦେଖି ଗ୍ରାମବାସୀ ଭୟଭୀତ ଥିବା ବେଲେ ବନ ବିଭାଗ ଏବଂ ସ୍ନେକ ହେଲ୍ପ ଲାଇନ ର ତତ୍ପରତା ପାଇଁ ଗ୍ରାମବାସୀ ଉଭୟଙ୍କୁ ସାଧୁବାଦ ଜଣାଇଛନ୍ତି |

