ଭୁବନେଶ୍ୱର:୧୨/୪(ଜନବାଣୀ ବ୍ୟୁରୋ):ଭାରତୀୟ ସଙ୍ଗୀତ ଆଶା ଭୋସଲେ ୯୨ ବର୍ଷ ଦଶନ୍ଧିରୁ ଅଧିକ ସମୟ ଧରି ଶ୍ରୋତାଙ୍କୁ ବିମୋହିତ କରିଥିବା ହୃଦଘାତ ଯୋଗୁଁ ତାଙ୍କୁ ମୁମ୍ବାଇର ବେଳେ ସେଠାରେ ସେ ଆଜି ସମଗ୍ର ସଙ୍ଗୀତ ଜଗତ ସମେତ ସାମାଜିକ ଗଣମାଧ୍ୟମରେ ପର୍ଯ୍ୟନ୍ତ ସମସ୍ତେ ଏହି ମହାନ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ତାଙ୍କର ଆରୋଗ୍ୟ କାମନା ପ୍ରାର୍ଥନା ବିଫଳ ହୋଇଛି। ଅନ୍ତ ଘଟାଇଥିବା ଏହି ସୁର ଅଧିକ ଗୀତ ଗାଇ ଗିନିଜ୍ ବୁକ୍ ପପ୍, ଗଜଲ, ଭଜନ ଏବଂ ଜଗତର କିମ୍ବଦନ୍ତୀ ଗାୟିକା ପ୍ରସିଦ୍ଧ ପ୍ଲେ-ବ୍ୟାକ୍ ସିଙ୍ଗର ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସାତ ନିଜର ଯାଦୁକରୀ କଣ୍ଠସ୍ବରରେ କୋଟି କୋଟି ଅପ୍ରତିଦ୍ବନ୍ଦୀ ଗାୟିକା ଆଶା ଭୋସଲେଙ୍କୁ ଶନିବାର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ବିଶିଷ୍ଟ ସେଲିବ୍ରିଟିଙ୍କ ଶିଳ୍ପୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ତାଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ଵିଟର ଜରିଆରେ କରିଥିଲେ ହେଁ ନିୟତିର ବିଧାନ ଆଗରେ ସବୁ ଭାରତୀୟ ସଙ୍ଗୀତ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ସାମ୍ରାଜ୍ଞୀ ନିଜ କ୍ୟାରିଅର ମଧ୍ୟରେ ୧୨ ହଜାରରୁ ଅଫ୍ ୱାର୍ଲ୍ଡ ରେକର୍ଡରେ ନିଜ ନାମ ସ୍ଥାନିତ କରିଥିଲେ। ଶାସ୍ତ୍ରୀୟ ସଙ୍ଗୀତ ଭଳି ପ୍ରତ୍ୟେକ କ୍ଷେତ୍ରରେ ନିଜର ପରାକାଷ୍ଠା ପ୍ରତିପାଦନ କରିଥିବା ଏହି ମହୀୟସୀ ମହିଳାଙ୍କୁ ଦାଦା ସାହେବ ଫାଲକେ ଓ ପଦ୍ମ ବିଭୂଷଣ ଭଳି ସମ୍ମାନରେ ଭୂଷିତ କରାଯାଇଥିଲା। ଆସନ୍ତା ସୋମବାର ଦିନ ରାଜ୍ୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି। ତାଙ୍କର ଶେଷକୃତ୍ୟରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହେବାର ସମ୍ଭାବନା ରହିଥିବା ବେଳେ ଏହି ଅପୂରଣୀୟ କ୍ଷତି ଭାରତୀୟ କଳା ସଂସ୍କୃତିକୁ ଏକ ବଡ଼ ଧକ୍କା ଲାଗିଛି।

