ଫୁଲବାଣୀ,୩୧/୦୫,(ସୁନୀଲ ପଟ୍ଟନାୟକ):ରବିବାର ଅପରାହ୍ନ ରେ ଫୁଲବାଣୀ ନିକଟ ପିଲା ସାଲକୀ ଡେ ମ ରେ ଗାଧଉ ଥିବା ବେଳେ ଅଜଣାତ ରେ ଗୋଡ ଖସି ଯିବା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ସାଙ୍ଗକୁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଈ ଚିକିତ୍ସା ପାଇଁ ଡାକ୍ତର ଖାନା ରେ ଭର୍ତ୍ତି କରଯାଇଛି l ମୃତକ ଜଣଙ୍କ ସ୍ଥାନୀୟ ପିଅନ ପଡ଼ା ସତ୍ୟ ସାଇ ରୋଡ ର ଶୁଭେନ୍ଦୁ ନାୟକ ଙ୍କ ପୁଅ ଶିତlନ୍ସୁ ନାୟକ (୧୭) ବର୍ଷ l ଆହତ ଜଣକ ଆଦିତ୍ୟ କୁମାର ପାତ୍ର ( ୧୯) ବୋଲି ଜଣା ପଡିଛି l ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଜଣ ଙ୍କୁ ଉଦ୍ଧାର କରି ଡ଼ାକ୍ତରଖାନା ରେ ଭର୍ତ୍ତି କରିଥିଲେ l ତେବେ ଶିତlନ୍ସୁ ର ମୃତ୍ୟୁ ହୋଇଥଲା l ସିତାନ୍ସୁ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ର ଛାତ୍ର ବୋଲି ଜଣା ପଡିଛି l

