ଖଲିକୋଟ:ଜନବାଣୀ,୧୯/୦୬(ବାପୁନି ମାଲୁ):ରାହୁଲ ଗାନ୍ଧୀଙ୍କ ୫୬ ତମ ଜନ୍ମ ଦିନ ଅବସରରେ ଗଞ୍ଜାମ ଜ଼ିଲ୍ଲା ଆସିକା ବ୍ଲକ ଅନ୍ତର୍ଗତ ବାଲିସିରା ଅଂଚଳ ରେ ହେବାକୁ ଥିବା ଏକ ରକ୍ତଦାନ ଶିବିର ରେ ଯୋଗ ଦେବା ପାଇଁ ପିସିସି ସଭାପତି ଭକ୍ତ ଦାଶ ଓ ବରିଷ୍ଠ କଂଗ୍ରେସ ନେତା ସୁର ରାଉତ ରାୟ ଙ୍କ ଗଞ୍ଜାମ ଗ୍ରସ୍ତ l ଖଲ୍ଲିକୋଟର ବରିଷ୍ଠ କଂଗ୍ରେସ ନେତା ଓ ଶତାଧିକ କର୍ମୀ ସତସଙ୍ଗ ବିହାର ନିକଟରେ ଭକ୍ତ ଦାସ ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ତୃଣମୂଳ ସ୍ତର ରେ ଆଗାମୀ ନିର୍ବାଚନ ପୃର୍ବରୂ ଦଳ କୁ ସଶକ୍ତ କରିବା ନେଇ ପ୍ରତିକ୍ରିୟା ରଖିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ l

