ଫୁଲବାଣୀ,୦୫/୦୫,(ସୁନୀଲ ପଟନାୟକ):ମଙ୍ଗଳ ବାର ଦିନ ହଟlତ ବାଲିଗୁଡ଼ା ଓ ଫୁଲବାଣୀ ରେ ଆକାଶ ମେଘାଚ୍ଛନ୍ନ ସହ ଘଡଘଡି ସହ ବର୍ଷା ହେଇଛି l ପ୍ରବଳ ବର୍ଷା ଫଳରେ ରାସ୍ତା ଘାଟ ନାଳ ନର୍ଦ୍ଦମା ପାଣି ରେ ଭର୍ତ୍ତି ହୋଇଥିବା ଦେଖିବlକୁ ମିଳିଛି l ଫୁଲବାଣୀ ସହର ରେ ମଧ୍ଯ ବର୍ଷା ହୋଇଛି l ଫଳରେ ତାପ ମାତ୍ରା କିଛିଟା କମିଛି l ଏହି ବର୍ଷା ଚାଷୀ କୁଳ ପାଇଁ କିଛିଟା ଆଶ୍ୱସ୍ତି ଆଣି ଦେଇଛି l

