ବ୍ରହ୍ମପୁର,୨୪।୧୦(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ବ୍ରହ୍ମପୁର ମହାନଗର ନିଗମ ୧୭ ନମ୍ବର ୱାର୍ଡର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ନୂତନ ଷ୍ଟେସନାରୀ ଦୋକାନ ଶୁଭ ଉଦ୍ଘାଟନ କଲେ। ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦେଇଥିଲେ ମହାନଗର ନିଗମ ମେୟର ଶ୍ରୀମତୀ ସଙ୍ଗମିତ୍ରା ଦଳାଇ, ସମ୍ମାନିତ ଅତିଥି ଅଧ୍ୟାପିକା ଡଃ ସନ୍ଧ୍ୟାରାଣି ପଟ୍ଟନାୟକ। କାହ୍ନାଟ୍ରଷ୍ଟ ରଞ୍ଜନା ମିଶ୍ର, ବିଶିଷ୍ଟ ଓ ବରିଷ୍ଠ ସାମ୍ବାଦିକ ସୁଦିପ ସାହୁ,suneer Biswas , mackfin MD , krishna subudhi, ଗାନ୍ଧୀ ସାହୁ,ଅନୁପ ସାହୁ, ଶ୍ରଦ୍ଧାଞ୍ଜଳି ସାହୁ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏପରି ଏକ ନୂତନ ପ୍ରୟାସ ମହିଳା ମାନଙ୍କ ର ଆତ୍ମା ନିର୍ଭରଶୀଳ କରିବା ସହ ନୂତନ ଭାବରେ ଓ ରୋଜଗାର ଉଦ୍ୟମ ଆଗାମୀ ଦିନରେ ମହିଳା ଓ ନାରୀ ସମାଜ ସୁଦୃଢ କରିବା। ସମସ୍ତ ଙ୍କ ଉନ୍ନତି ମହିଳା ସ୍ବୟଂଙ୍କ ସଶକ୍ତିକରଣ ଓ ଆତ୍ମ ନିର୍ଭରଶୀଳ ସମାଜ ଗଠନ ଆମର ଏକ ମାତ୍ର ଚିନ୍ତାଧାରା। ମହାନଗର ନିଗମ ମେୟର ସଙ୍ଗମିତ୍ରା ମହୋଦୟା ତାଙ୍କ ବାର୍ତ୍ତା ଜଣାଇଛନ୍ତି ଉଜ୍ବଳ ଭବିଷ୍ୟତ ବହୁତ ପ୍ରଶଂସନୀୟ କରିଛନ୍ତି। ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ।

