ବ୍ରହ୍ମପୁର/ଚିକିଟି,୩୦/୯(ନିଗମାନନ୍ଦ ପଣ୍ଡା):ଦକ୍ଷିଣ।ଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ,ବ୍ରହ୍ମପୁର ସମ୍ମୁଖରେ ଅଖିଳ ଭାରତ ରାଜ୍ୟ ସରକାରୀ ପେନସନର ମହାସଂଘ ଆହ୍ୱାନ କ୍ରମେ ପେନସନର ଙ୍କ ସ୍ୱାର୍ଥ ବିରୋଧୀ ପେନସନ ଭାଳିଡେସନ ଆଇନ ପ୍ରତ୍ୟାହାର ୮ମ ବେତନ କମିଶନ ସୁପାରିଶ ଲାଗୁ ହେବା ପୂର୍ବରୁ ମଧ୍ୟ୍ୟ ବର୍ତ୍ତିକାଳୀନ ସାହାଯ୍ୟ ୫୦% ଡି ଏ ଆଣ୍ଡ ଡିଆର ମୂଳ ଦରମାରେ ମିଶ୍ରଣ କମୁଟେସ ନ ଦେୟ ୧୦ବର୍ଷ ୮ ମାସ ଆଦି ୧୨ ଦଫା ଦାବୀ ଉପରେ ଆର ଡି ସି ବ୍ରହ୍ମପୁର ଅଫିସ ସମୁଖରେ ବିକ୍ଷୋଭ ଓ ଧାରଣା ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ଗଞ୍ଜାମ ଜିଲ୍ଲା,ବ୍ରହ୍ମପୁର .ଗଞ୍ଜାମ ଜିଲ୍ଲା ଅବସର ପ୍ରାପ୍ତ କର୍ମଚାରୀ ସଂଘ ଡି ମୋହନ ରାଓ,ସମ୍ପାଦକ ଶଙ୍କର୍ଷଣ ପାତ୍ର,ଉପଦେଷ୍ଟା କେ ନନ୍ଦେସୁ ସେନାପତି ଜୁଡ଼ିସିଆଲ ବିଭାଗ ର ଅବସର ପ୍ରାପ୍ତ କର୍ମଚାରୀ ବିଜୟ କୁମାର ପାଣି,ଅବସର ପ୍ରାପ୍ତ ବରିଷ୍ଠ ଅଧିକାରୀ ବିଦୁତ୍ ପ୍ରଭା ରଥ ଙ୍କ ସମେତ ୫୦୦ ରୁ ଉର୍ଦ୍ଧ ଅବସର ପ୍ରାପ୍ତ କର୍ମଚାରୀ ବିକ୍ଷୋଭ ରେ ଭାଗ ନେଇଥିଲେ ଏକ ୧୨ଦଫା ଦାବୀ ପତ୍ର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ବ୍ରହ୍ମପୁର ଆର ଡି ସି ଙ୍କ ଜରିଆରେ ଦେଇଥିଲେ ଯଦି ଦାବୀ ର କୌଣସି ସୁଫଳ ନମିଳେ ତାହା ହେଲେ ଆଗାମୀ ଦିନରେ ସାରା ଦେଶ ବ୍ୟାପି ଆନ୍ଦୋଳନ ତୀବ୍ର ହେବ ବୋଲି ଧାରଣା ସ୍ଥଳରେ ଥିବା ଅବସର ପ୍ରାପ୍ତ କର୍ମଚାରୀ ମାନେ ପ୍ରକାଶ କରିଥିଲେ।

