ଖଲ୍ଲିକୋଟ,୧୨।୧୦(ବାପୁନି ମାଲୁ):ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଖଲ୍ଲିକୋଟ ସ୍ଥିତ ସତ୍ୟସାଇ ଟ୍ୟୁଟୋରିଆଲ ଠାରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଶ୍ରୀମତୀ ନିବେଦିତା ସାହୁ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଉକ୍ତ ଶିବିରଟି ସତ୍ୟସାଇ ଟ୍ୟୁଟୋରିଆଲ ,ଦ ଆରୀୟାନ ଏକାଡେମୀ, ଜୀବନଧାରା ପରିବାର ଏବଂ ସମ୍ବାଦ ଆମ ଓଡିଶାର ମିଳିତ ସହଯୋଗରେ ସଫଳତା ପୂର୍ବକ ସମ୍ପାଦନ ହୋଇଛି l ଉକ୍ତ ଶିବିରରେ ସର୍ବମୋଟ ୮ ଜଣ ମହିଳାଙ୍କ ସମେତ ୧୪୯ ଜଣ ସ୍ୱେଚ୍ଛାକୃତ ରକ୍ତ ଦାନ କରିଥିଲେ । ତତ୍ ସହିତ ଉକ୍ତ ଶିବିରରେ ସମ୍ମାନିତ ଅତିଥି ଭାବେ ସମାଜସେବୀ ପ୍ରେମଲତା ସାହୁ ଓ ସମାଜସେବୀ ସୁନାରାମ ସାବତ, ଜୀବନଧାରା ପରିବାରର ସଭାପତି ଏମ ଗୋପବନ୍ଧୁ ଆଚାରୀ , ଉପସଭାପତି ଗଙ୍ଗାଧର ପଟ୍ଟନାୟକ, ସମ୍ପାଦକ ଯଜ୍ଞପ୍ରସାଦ ପଣ୍ଡା, ବ୍ଲଡ଼ ଡୋନର ମୋଟିଭେଟର ଗୌରହରି ପୋଲାଈ, ସକ୍ରିୟ ସଦସ୍ୟ ସୋମେଶ ପାତ୍ର, ଆଶିଷ ବାଗାତି, ଟୁକୁନା ପ୍ରଧାନ, ସୁନୀଲ ସ୍ୱାଇଁ, ଗୋକୁଳାନନ୍ଦ ବେହେରା, ଉତ୍ତମ ଜେନା, ସନ୍ତୋଷ କୁମାର ଦାସ, ସ୍ୱୟାଂଶୁ ସତ୍ୟପ୍ରଜ୍ଞ ସାହୁ, ବିକି ଦାସ, ଦେବାଶିଷ ସ୍ୱାଇଁ, ବ୍ଲଡ଼ ବ୍ୟାଙ୍କ ସଦସ୍ୟ ଡା. ରାମଚନ୍ଦ୍ର ମହାପାତ୍ର, ଦେବରାଜ ଭୋଇ, ଚିନ୍ମୟ ବେହେରା, ବିକ୍ରମ ଦୀକ୍ଷିତ, ଗୋପାଳକୃଷ୍ଣ ସାହୁ, ବସନ୍ତ ବେହେରା, ରଞ୍ଜନ କୁମାର ପାହାଣ, ଅମୁଲ୍ୟ ବେହେରା, ସତ୍ୟସାଇ ଟ୍ୟୁଟୋରିଆଲ ର ପ୍ରତିଷ୍ଠାତା ପ୍ରଶାନ୍ତ କୁମାର ବେହେରା, ପରିଚାଳକ ଶିବାରମ ତରାଇ ଓ ଗୌତମ ଆଚାରୀ, ଉପଦେଷ୍ଟା ସନ୍ତୋଷ ଗୌଡ଼, ଅଧ୍ୟାପକ ପ୍ରଶାନ୍ତ ଜେନା, ସୀତୁନ ପଢ଼ିଆରୀ, ପ୍ରହ୍ଲାଦ ନାହାକ, ପ୍ରବୀଣ କୁମାର ବେହେରା, ମିଥୁନ ଜେନା, ଚିତ୍ରସେନ ଜେନା, ଶ୍ୟାମସୁନ୍ଦର ଦାସ, ସଂଗ୍ରାମ ନାୟକ, ସାଗର ସ୍ୱାଇଁ, ପ୍ରଜ୍ଞାମୟୀ ଦଳାଇ, କୁନା ଗୌଡ଼, ସୁମିତ ଦଳାଇ, ଚନ୍ଦନ ସ୍ୱାଇଁ, ରାଜା ସ୍ୱାଇଁ, ରଶ୍ମିତା ବେହେରା, ନନ୍ଦିନୀ ବରାଡ଼, ରାଜେନ୍ଦ୍ର ବେହେରା, ଲକ୍ଷ୍ମୀ ବେହେରା, ବନିତା ବାରିକ, ରୁଦ୍ର ପ୍ରସାଦ ଗୌଡ଼, ଶୁଭମ୍ ଓ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ । ଶିବିରକୁ ଖଲ୍ଲିକୋଟ ସମ୍ବାଦ ପ୍ରତିନିଧି ମନ ମୋଦନ ସାହୁ ପରିଚାଳନା କରିଥିଲେ । ସବୁଠାରୁ ଖୁସିର କଥା ଏହାକି ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜନ୍ମ ଜୟନ୍ତୀ ଅବସରରେ ୧୪୯ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବାରୁ ଏହା ସ୍ମରଣୀୟ ହୋଇରହିବ l ରକ୍ତଦାତା ମାନେ ହେଲେ ବାବୁ ବେହେରା, ସିଲୁ ଗୌଡ଼, ସ୍ୱାଗତିକା ପ୍ରଧାନ, ରଞ୍ଜନ କୁମାର ବେହେରା, ଶଙ୍କର ମହାରଣା, ଉମାଶଙ୍କର ବେହେରା, ନୀଳମଣି ପ୍ରଧାନ, ପ୍ରେମଲତା ସାହୁ, ଶୁଭାଂଶୁ ଗୌଡ଼, ସନ୍ତୋଷ କୁମାର ବେହେରା, ଅନିରୁଦ୍ଧ ଗୌଡ଼, ସନ୍ଧ୍ୟାରାଣୀ ବିଶ୍ୱାଳ, ଜଟିଳ ଗୌଡ଼, ଅମର ନାୟକ, ଲିଜା ପ୍ରଧାନ, ଦୀପକ କୁମାର ସାହୁ, ଦିଲୀପ କୁମାର ଗୌଡ଼, ନିରଞ୍ଜନ ନାହାକ, ଅଭିନାଶ ଜାନି, ରଞ୍ଜନ ବିଶ୍ୱାଳ, ପ୍ରେମଚନ୍ଦ୍ର ନାୟକ, ଜିତୁ ଜାନି, ରୁଦ୍ରପ୍ରତାପ ସାହୁ, ଅମର କୁମାର ତରାଇ, ବାବୁ ଗୌଡ଼, ଶୁଭମ୍ ଶତପଥୀ, ଶରତ ଚନ୍ଦ୍ର ସାହୁ, ରିତେଶ ମହାରଣା, ସନ୍ତୋଷ କୁମାର ସାହୁ, ସାଗର ପ୍ରଧାନ, ପ୍ରକାଶ କୁମାର ପଲାଇ, ଜଗନ୍ନାଥ ବେହେରା, ଅମିତ ଗୌଡ଼, ରୋହନ ନାହାକ, କୁମାର ଦାସ, କେଶବ ସାହୁ, ଅମର ସାହୁ, ସନ୍ଧ୍ୟାରାଣୀ ପାତ୍ର, ଆଲୋକ କୁମାର ସାହୁ, ଟୁଟୁ ବେହେରା, ରାଜା ଗୌଡ଼, ମିଟୁ କୁମାର ସାହୁ, ରାକେଶ ପ୍ରଧାନ, ସୁଧାଂଶୁ ସାବର, ସନ୍ତୋଷ କୁମାର ମହାପାତ୍ର, ବିକାଶ ଗୌଡ଼, କିଶନ ସେଠୀ, ଅଜୟ ସାବର, ସୁବେନ୍ଦୁଶେଖର ଗୌଡ଼, ନୀଳାଚଳ ନାୟକ, କାହ୍ନା ସାହୁ, ସିଲୁ ପରିଡ଼ା, ଦୀପକ ସ୍ୱାଇଁ, ସାଗର ମହାନ୍ତି, ସ୍ୱାଗତ ପଣ୍ଡା, ଶେଖ ସଲମାନ, ପ୍ରିୟବ୍ରତ ଗୁରୁ, କାହ୍ନା ରୋହିତ ସେଠୀ, ଅର୍ଜୁନ ରାମପାଲ ବେହେରା, କାଳୁଚରଣ ପ୍ରଧାନ, ଅରମାନ ରାୟ, ଜିତେନ୍ଦ୍ର କୁମାର ନାୟକ, ଅମିତ କୁମାର ସେଠୀ, କାହ୍ନୁ ନାୟକ, ପ୍ରିୟବ୍ରତ ବେହେରା, ହର୍ଷ ପ୍ରଧାନ, ବୁଧିଆ ପରିଡ଼ା, ଆଶିଷ ଗୌଡ଼, ରାହୁଲ ବିଶ୍ୱାଳ, ସନ୍ଧ୍ୟା ଦାସ, ଚିନ୍ମୟ ପ୍ରଧାନ, ରାମକୃଷ୍ଣ ପଟ୍ଟନାୟକ, ଡି. ଶଙ୍କର ପାତ୍ର, ଉମାକାନ୍ତ ଜେନା, ଦୀପିକା ମହାରଣା, ପବିତ୍ର ବରାଡ଼, ଜିତେନ୍ଦ୍ର ବେହେରା, ପ୍ରଣବ କୁମାର ଦଳାଇ, କେ. ସନ୍ତୋଷ ପାତ୍ର, ପ୍ରଭାକର ଗୌଡ଼, ରାଜେଶ ସେଠୀ, ସମୀର ଜେନା, କେ. ରାଜାରାଓ ପାତ୍ର, ସନ୍ତୋଷ କୁମାର ଜେନା, ଅଂଶୁମାନ ପାଣ୍ଡି, ସୁଭାଶିଷ ସାହୁ, କୃଷ୍ଣ ବିଷୋୟୀ, ସାଗର ସ୍ୱାଇଁ, କାର୍ତ୍ତିକ ସାବର, ନୀଳାମ୍ବର ବରାଡ଼, ଦାମ୍ବୁରୁଧର ମାନତ୍ରୀ, ବିକ୍ରମ ପୋଲାଇ, ରତ୍ନାକର ବେହେରା, ବି. ଗଣେଶ ପାତ୍ର, ରଞ୍ଜିତା କୁମାର ସ୍ୱାଇଁ, ଶମ୍ଭୁ ପୋଲାଇ, ବନମାଳୀ ବାରିକ, ରାଜେଶ ପାହାନ, ସଚିତ୍ର ଦାସ, ଅନିଲ କୁମାର ଗୌଡ଼, ଶୁଭ୍ରାଂଶୁ ତ୍ରିପାଠୀ, ଶ୍ରୀତମ ବାରିକ, ବାବୁ ରାଉତ, ଶିବାନନ୍ଦ ଗୋଛାୟତ, ସନ୍ତୋଷ କୁମାର ସାହୁ, ବାବାରାମ ଗୌଡ଼, ବିଦେଶୀ ଗୌଡ଼, ଜ୍ୟୋତିରଞ୍ଜନ ଦାସ, ଅମର ପାହାନ, ଚନ୍ଦନ ନାୟକ, ହରିହର ଗୌଡ଼, ମୁକେଶ ବାରିକ, ଦେବବ୍ରତ ସେଠୀ, କାଞ୍ଚୁଚରଣ ମିଶ୍ର, ବାବୁ ବେହେରା, ସଂଗ୍ରାମ ନାୟକ, ସୂର୍ଯ୍ୟ ଜେନା, ପ୍ରଶାନ୍ତ ଜେନା, ଗୌତମ ଆଚାର୍ଯ୍ୟ, କାହ୍ନୁଚରଣ ରାଉତ, କୁନା ଗୌଡ଼, କାଜଲ ଜେନା, ସନ୍ତୋଷ ଗୌଡ଼, ଆଶୁତୋଷ ଦାସ, ସନ୍ତୋଷ କୁମାର ନାୟକ, କେ. ବାଲାଜୀ କୁମାର ସେନାପତି, ଶିବାନନ୍ଦ ସାହୁ, ରୁଦ୍ରନାରାୟଣ ମହାରଣା, ରଞ୍ଜନ କୁମାର ଜେନା, ଶୁଭମ୍ ଗୌଡ଼, ବାବୁଲ ପ୍ରଧାନ, ନରେନ୍ଦ୍ର ସ୍ୱାଇଁ, ରିତେଶ ସ୍ୱାଇଁ, ଉତ୍ତମ କୁମାର ଜେନା, ଏନ୍. ଚନ୍ଦନ ରେଡ୍ଡୀ, ସୁକାନ୍ତ ରାଉତରାୟ, ପାପୁ ରଣା, ବି. ମହେଶ୍ୱର ରେଡ୍ଡୀ, ରିଙ୍କୁ କୁମାର ଜେନା, ପ୍ରଶାନ୍ତ କୁମାର ମହାରଣା, ପ୍ରତାପ ଚନ୍ଦ୍ର ବେହେରା, ମିଥୁନ ଜେନା, ଶିବରାମ ତରାଇ, ଅଭିନାଶ ଦାସ, ଗୌରହରି ପୋଲାଇ, ଚିତ୍ରସେନ ଜେନା, ଭୀମସେନ ଡାକୁଆ, ସୁଧାକର କୁମାର ବେହେରା, ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ରକ୍ତଦାନ କରିଥିଲେ ।

