ଖଜୁରୀପଡା,୧୦।୧୦(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅରାପାଜୁ ଗ୍ରାମ ପଞ୍ଚାୟତ ପୋଷ୍ଟ ମାଷ୍ଟର ସୁବାସ ସାର ଙ୍କର ଅନ୍ତର୍ଗତ ସସକେଡ଼ି ରାସ୍ତା ରେ ପଡ଼ି ଯିବାରୁ ତାଙ୍କର ଗୋଡ଼ ଭାଙ୍ଗି ଯାଇଛି ଏବଂ ଗୁରୁତର ଆହତ ହୋଇଛନ୍ତି ସୂଚନା ଖବର ପାଇଁ ଖଜୁରୀପଡ଼ା ଦମକଳ ବାହିନୀ ଦ୍ୱରା ଉଦାର ହୋଇଛି l ପ୍ରଥମେ ଖଜୁରୀପଡ଼ା ମେଡିକାଲ କୁ ଅଣାଯାଇଥିଲା ତାପରେ ଫୁଲବାଣୀ ମେଡିକାଲ ନିଆଯାଇଅଛି

