କରଞ୍ଜିଆ,୨୧/୫,(ରିଙ୍କୁ ବାବୁ) :କରଞ୍ଜିଆ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ବାଣୀତୀର୍ଥ ର ନୂତନ ପରିଚାଳନ। କମିଟି ଗଠିତ। ପୂରାତନ କମିଟି ର କାର୍ଯ୍ୟକାଳ ସମାପ୍ତ ପରେ ଶିକ୍ଷା ବିକାଶ ସମିତି ଓଡିଶା ଙ୍କ ନିୟମ ଅନୁଯାଇ ବିଦ୍ୟାଳୟ ର ପରିଚାଳନ। କମିଟି ଗଠିତ ହୁଏ ସେଇ ଅଧିକାର ରେ କରଞ୍ଜିଆ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ପରିଚାଳନା କମିଟି ଗଠିତ ହୋଇଯାଉଛି। ସଭାପତି ଭାବେ କରଞ୍ଜିଆ ସୋୟଙ୍ଗ ଶାସିତ ମହାବିଦ୍ୟାଳୟ ର ଅବସରେପ୍ରାପ୍ତ ଅଧ୍ୟକ୍ଷ ଯୋଗେଶ୍ଵର ମହାନ୍ତ ଙ୍କୁ ଚୟନ କରାଯାଇଥିବା ବେଳେ ଉପସଭାପତି ଭାବେ ଅବସର ପ୍ରାପ୍ତ ଇ ଦିଲ୍ଲିପ କୁମାର ଗିରି, ସଂପାଦକ ଭାବେ ଈଶ୍ୱର ଚନ୍ଦ୍ର ମହାନ୍ତ, ସହ ସଂପାଦକ ଭାବେ ଉପେନ୍ଦ୍ର କୁମାର ମହାନ୍ତ, କୋଷାଧ୍ୟକ୍ଷ ଭାବେ ଶୈଳେଶ ଚନ୍ଦ୍ର ମହାନ୍ତ ଙ୍କୁ ଚୟନ କରାଯାଉଛି ସେହିପରି ମହିଳା ସଦସ୍ୟା ଭାବେ ଦୀପ୍ତିମୟୀ ସେଠୀ ଓ ରଞ୍ଜିତା ପାରମାଣୀକ ଙ୍କୁ ଚୟନ କରାଯାଉଛି। ନୂତନ କମିଟି ବିଦ୍ୟାଳୟ ର ସହ ପ୍ରଧାନ ଆଚାର୍ଯ୍ୟ ଗିରିଧାରୀ ଶ। ସମଲ ଙ୍କ ତତ୍ତ୍ଵ। ବଧ।ନ ରେ ସମ୍ମପାନ ହୋଇଥିଲା। ନୂତନ କମିଟି କୁ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା ଏକ ବୈଠକ ରେ ସ୍ଵାଗତ କରିଥିଲେ।

