ବୁଗୁଡ଼ା,୫।୧୧(ପୂର୍ଣ୍ଣ ଚନ୍ଦ୍ର ବାରିକ):ବୁଗୁଡ଼ା ପି ଏମ୍ ଶ୍ରୀ ବୁଦ୍ଧଗିରି ବିଦ୍ୟାପୀଠର ଭାରତ ସ୍କାଉଟ ଏଣ୍ଡ ଗାଇଡ୍ସ ତରଫରୁ ସ୍କାଉଟ ମାଷ୍ଟର ବିନୋଦ ବେହେରା ଏବଂ ବିଦ୍ୟାଳୟର ପୂର୍ବତନ ଜୁନିୟର ଆସିସ୍ଟାଣ୍ଡ ଗନ୍ଧର୍ବ ପ୍ରଧାନଙ୍କ ସହଯୋଗରେ ବନ୍ୟା ପ୍ଳାବିତ ଆସିକା ଅଞ୍ଚଳର ନଳବଣ୍ଟା ଗ୍ରାମରେ ବନ୍ୟା ପିଡିତଙ୍କୁ ଶୁଖିଲା ଖାଦ୍ୟ ଚୁଡା, କଦଳୀ,ବିସ୍କୁଟ୍, ଫଳ ଓ ପାନିୟ ଜଳ ବଣ୍ଟନ କରାଯାଇଥିଲା।ଏଭଳି ମହନୀୟତା କାର୍ଯ୍ୟ ଯୋଗୁଁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି।

