ନୂଆ ପଡ଼ା,୨୯/୩(ପରମେଶ୍ୱର ମେହେର): ଉଦନ୍ତୀ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରଲୋକନୃତ୍ୟ କାର୍ଯ୍ୟକ୍ରମ ଲୋକଙ୍କମନମୋହିଛି। ଉତ୍ସବ ପାଳନ କମିଟିସଭାପତି ପ୍ରିୟ ରଞ୍ଜନ ମେହେରଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେମୁଖ୍ୟଅତିଥି ଭାବରେ କଣ୍ଟାବାଞ୍ଜି ବିଧାୟକଲକ୍ଷ୍ମଣ ବାଗ, ସମ୍ମାନିତ ଅତିଥ୍ ଭାବେସିନାପାଲି ବ୍ଲକଅଧ୍ୟକ୍ଷା ମାଧୁରୀ ମାଝି,ପୂର୍ବତନ ବିଧାୟକ ହିତେଶ ବଗର୍ଭି,ନୂଆପଡ଼ା ବିଧାୟକ ଜୟ ଢୋଲକିଆପ୍ରମୁଖ ଉପସ୍ଥିତ ଥିଲେ । ରୂପେଶ ଚନ୍ଦ୍ରମେହେର ଅତିଥୁ ପରିଚୟ ପ୍ରଦାନକରିଥିଲେ। ଖଡ଼ିଆଳ ଇମ୍ପେରିଆଲପବ୍ଲିକ ସ୍କୁଲ ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଙ୍ଗୀତଗାନ କରିଥିଲେ । ସହ ସଂପାଦକ ଜିତୁମେହେର ବିବରଣୀ ପଠନ କରିଥିଲେ।ହାଇସ୍କୁଲ ଓ କଲେଜସ୍ତରୀୟ ଚିତ୍ରାଙ୍କନ,ଗୀତ ପ୍ରତିଯୋଗିତା ଓ ବୟସ୍କଙ୍କ ପାଇଁଆଧ୍ୟାତ୍ମିକ ପ୍ରଶ୍ନମଞ୍ଚ ହୋଇଥିଲା। କୃତୀପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ଶିବ ପ୍ରସାଦ ମେହେର ପୁରସ୍କାର ବିତରଣକାର୍ଯ୍ୟ କ୍ରମ ପରିଚାଳନା କରିଥିଲେ।ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେମୁନିଗୁଡ଼ାର ଗାଁ କଳାରସୁନୀ ସାଂସ୍କୃତିକଅନୁଷ୍ଠାନର ଢେମସା ନାଚ, କୃଷ୍ଣପ୍ରିୟାକଳାପରିଷଦ ତୁଷରାର ଘୁଡ଼କା ନାଚ,ବଲାଙ୍ଗିରର ଗଣ୍ଡାବାଜା, ଜୟ ମାତାଦିସାଂସ୍କୃତିକ ଅନୁଷ୍ଠାନ ଖଡ଼ି ଆଳରସୁନାଦେଇ ଯାତ୍ରା, ନଟରାଜ ସାଂସ୍କୃତିକଅ ନୁଷ୍ଠାନ ଭବାନୀପାଟଣାର ଲୋକନୃତ୍ୟପରିବେଷିତ ହୋଇଥିଲା। ଓଡ଼ି ଆସିନେ ତାରକା ପ୍ରିୟଙ୍କା ସାହୁ ଓ ଅଙ୍କିତାଦାସ କଳା ପ୍ରଦର୍ଶନ କରି ଦର୍ଶକଙ୍କମନ ମୋହି ଥିଲେ। ରଶ୍ମି ରଞ୍ଜନସା ଧନ୍ୟବାଦ୍ ଅର୍ପଣ କରିଥିଲେ।

