ଫୁଲବାଣୀ,୨/୦୭(ସୁନୀଲ ପଟନାୟକ):ପାଣି ପାଗ ବିଭାଗ ର ପୂର୍ବାନୁମାନ ଅନୁଯାୟୀ କନ୍ଧମାଳ ଜିଲ୍ଲାରେ ଫୁଲବାଣୀ ସମେତ ସମଗ୍ର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ପାଳ ବେଦ ଭୂଷଣ ଜିଲ୍ଳାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ପ୍ରଥମ ରୁ ଯୁକ୍ତ ଦୁଇ ଯାଏ ଆଜି ଓ ଆସନ୍ତା କାଲି ୨ ଓ ୩ ତାରିଖ ଛୁଟି ଘୋଷଣା କରିଛନ୍ତି l କିନ୍ତୁ ଶିକ୍ଷକ ମାନେ ଉପସ୍ଥିତ ରହିବାକୁ ନିର୍ଦେଶ ଦେଇଛନ୍ତି l

