ଫୁଲବାଣୀ,୨୯।୦୯(ସୁନୀଲ ପଟ୍ଟନାୟକ):ଫୁଲବାଣୀ ମେଡିକାଲ କଲେଜ ହେଲା ପରେ ସବୁ ଷ୍ଟାଫ ନିଯୁକ୍ତି ହୋଇ ମଧ୍ଯ ସବୁ ଅବହେଳା ଏଠି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରାୟତଃ ରହୁ ନାହାନ୍ତି , ଯେତେବେଳେ ଖୋଜିଲେ ମିଳିବା କଷ୍ଟ l ଗତକାଲି ୨୮ତାରିଖ ସୋମବାରଦିନ ସି ଡି ଏମ ଓ,, ପରିବାର କଲ୍ୟାଣ ଏ ଡି ଏମ, ମେଡିକାଲ୍ କଲେଜ ମ୍ୟାନେଜର,,ଏଡମିନିଷ୍ଟ୍ରେସନ ଅଫିସର, ଓ ଏ ଏସ ଅଫିସର ମାତୃ ଵିଭାଗ ର ପ୍ରଫେସର , ପେଥୋଲୋଜି ଏପରି ସବୁ ବିଭାଗର ମୁଖ୍ୟ ଚିକିତ୍ସାଳୟରେ ରହୁ ନଥିବା ଫଳରେ ମେଡିକାଲ ସେବା ସମ୍ପୂର୍ଣ ବାଧା ପ୍ରାପ୍ତ ହେଉଛି, ଏଠି ରେଡ଼ିଓ ଲୋଜିଷ୍ଟ ପ୍ରଫେସର ଥାଇ ମଧ୍ଯ ସପ୍ତାହକୁ ତିନି ଦିନ ମାତ୍ର ଚାଲୁଛି, ତାହା ପୁଣି ମାତ୍ର ୧୫ଟା ଅଲଟ୍ରାସାଉଣ୍ଡ ରୁ ଅଧିକ ହୋଇପାରୁ ନାହିଁ ସବୁଦିନ ଚାଲିବା କଥା କିନ୍ତୁ ଅବହେଳା ଯୋଗୁ ହୋଇପାରୁ ନାହିଁ, ରୋଗୀଙ୍କୁ ପାଖା ପାଖି ୨୦/୨୫ଦିନ ଜଗିବାକୁ ପଡ଼ୁଛି, ବାଧ୍ୟ ହୋଇ ରୋଗୀଙ୍କୁ ବାହାରକୁ ଯିବାକୁ ପଡୁଛି, ଦାନ୍ତ ବିଭାଗରେ ଏକ୍କରେ, ରକ୍ତ ପରୀକ୍ଷା ଔଷଧ ଖାଇସାରିବା ପରେ ବି ବିଭାଗରେ ଥିବା ମହିଳା ଡ଼ାକ୍ତର, ରୋଗୀ ଙ୍କୁ ଅଯଥାରେ ଦୌଡl ଉ ଛନ୍ତିଆଉ ୧୫ଦିନ ଯାଏ ଦାନ୍ତ ଉପାଡ଼ିବାକୁ ସମୟ ଦେବାରୁ ରୋଗୀ ବାରମ୍ବାର ଆସିବା ପରେ ବି ଉପାଡୁ ନାହାନ୍ତି ପରେ କ୍ଲିନିକ କୁ ଆସ ଉପାଡ଼ି ଦେବାକୁ କହୁଛନ୍ତିକୁଆଡ଼େ l କିନ୍ତୁ ଡାକ୍ତର ସାର୍ ମାନେ ଶୀଘ୍ର ଉପାଡ଼ି ଦିଅନ୍ତି , ଡ଼କ୍ଟର ମାନେ, ନିକଟ କ୍ଲିନିକ ରେ ବେଶି ସମୟ ଦିଅନ୍ତି ଲୋକଙ୍କୁ ଜାଣି ଶୁଣି ଖର୍ଚ୍ଚାନ୍ତ କରାନ୍ତି, ସବୁ ବିଭାଗରେ ଏପରି ଅବସ୍ଥା, ଏହାର ସମାଧାନ ପାଇଁ ପ୍ରସାଶନ କିମ୍ବା ମେଡିକାଲ ଅଧିକାରୀଙ୍କ ର ଚେଷ୍ଟା ନାହିଁ , ନାହିଁ ନାହିଁ ରେ ମେଡିକାଲ କଲେଜ ଚାଲିଛି ଏଥି ପ୍ରତି ଜନ ସାଧାରଣ ପ୍ରତିବାଦ କରିବା ର ସମୟ ଆସିଛି ଯେତେ ଅଭିପ୍ରାୟ କଲେବି ସୁଫଳ ମିଳୁନାହିଁ, ପୁଣି ଜନପ୍ରତିନିଧି, ପ୍ରଶାସନ , ଙ୍କୁ ଅନୁରୋଧ ଏଥି ପ୍ରତି ଦୃଷ୍ଟି ଦେଇ ସମାଧାନ କଲେ କନ୍ଧମାଳ ଜିଲ୍ଲା ବାସୀ ଉପକୃତ ହୋଇପାର ନ୍ତେ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି l ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ ହେଉଛି lଫୁଲବାଣୀ ମେଡିକାଲ କଲେଜ ହେଲା ପରେ ସବୁ ଷ୍ଟାଫ ନିଯୁକ୍ତି ହୋଇ ମଧ୍ଯ ସବୁ ଅବହେଳା ଏଠି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରାୟତଃ ରହୁ ନାହାନ୍ତି , ଯେତେବେଳେ ଖୋଜିଲେ ମିଳିବା କଷ୍ଟ l ଗତକାଲି ୨୮ତାରିଖ ସୋମବାରଦିନ ସି ଡି ଏମ ଓ,, ପରିବାର କଲ୍ୟାଣ ଏ ଡି ଏମ, ମେଡିକାଲ୍ କଲେଜ ମ୍ୟାନେଜର,,ଏଡମିନିଷ୍ଟ୍ରେସନ ଅଫିସର, ଓ ଏ ଏସ ଅଫିସର ମାତୃ ଵିଭାଗ ର ପ୍ରଫେସର , ପେଥୋଲୋଜି ଏପରି ସବୁ ବିଭାଗର ମୁଖ୍ୟ ଚିକିତ୍ସାଳୟରେ ରହୁ ନଥିବା ଫଳରେ ମେଡିକାଲ ସେବା ସମ୍ପୂର୍ଣ ବାଧା ପ୍ରାପ୍ତ ହେଉଛି, ଏଠି ରେଡ଼ିଓ ଲୋଜିଷ୍ଟ ପ୍ରଫେସର ଥାଇ ମଧ୍ଯ ସପ୍ତାହକୁ ତିନି ଦିନ ମାତ୍ର ଚାଲୁଛି, ତାହା ପୁଣି ମାତ୍ର ୧୫ଟା ଅଲଟ୍ରାସାଉଣ୍ଡ ରୁ ଅଧିକ ହୋଇପାରୁ ନାହିଁ ସବୁଦିନ ଚାଲିବା କଥା କିନ୍ତୁ ଅବହେଳା ଯୋଗୁ ହୋଇପାରୁ ନାହିଁ, ରୋଗୀଙ୍କୁ ପାଖା ପାଖି ୨୦/୨୫ଦିନ ଜଗିବାକୁ ପଡ଼ୁଛି, ବାଧ୍ୟ ହୋଇ ରୋଗୀଙ୍କୁ ବାହାରକୁ ଯିବାକୁ ପଡୁଛି, ଦାନ୍ତ ବିଭାଗରେ ଏକ୍କରେ, ରକ୍ତ ପରୀକ୍ଷା ଔଷଧ ଖାଇସାରିବା ପରେ ବି ବିଭାଗରେ ଥିବା ମହିଳା ଡ଼ାକ୍ତର, ରୋଗୀ ଙ୍କୁ ଅଯଥାରେ ଦୌଡl ଉ ଛନ୍ତିଆଉ ୧୫ଦିନ ଯାଏ ଦାନ୍ତ ଉପାଡ଼ିବାକୁ ସମୟ ଦେବାରୁ ରୋଗୀ ବାରମ୍ବାର ଆସିବା ପରେ ବି ଉପାଡୁ ନାହାନ୍ତି ପରେ କ୍ଲିନିକ କୁ ଆସ ଉପାଡ଼ି ଦେବାକୁ କହୁଛନ୍ତିକୁଆଡ଼େ l କିନ୍ତୁ ଡାକ୍ତର ସାର୍ ମାନେ ଶୀଘ୍ର ଉପାଡ଼ି ଦିଅନ୍ତି , ଡ଼କ୍ଟର ମାନେ, ନିକଟ କ୍ଲିନିକ ରେ ବେଶି ସମୟ ଦିଅନ୍ତି ଲୋକଙ୍କୁ ଜାଣି ଶୁଣି ଖର୍ଚ୍ଚାନ୍ତ କରାନ୍ତି, ସବୁ ବିଭାଗରେ ଏପରି ଅବସ୍ଥା, ଏହାର ସମାଧାନ ପାଇଁ ପ୍ରସାଶନ କିମ୍ବା ମେଡିକାଲ ଅଧିକାରୀଙ୍କ ର ଚେଷ୍ଟା ନାହିଁ , ନାହିଁ ନାହିଁ ରେ ମେଡିକାଲ କଲେଜ ଚାଲିଛି ଏଥି ପ୍ରତି ଜନ ସାଧାରଣ ପ୍ରତିବାଦ କରିବା ର ସମୟ ଆସିଛି ଯେତେ ଅଭିପ୍ରାୟ କଲେବି ସୁଫଳ ମିଳୁନାହିଁ, ପୁଣି ଜନପ୍ରତିନିଧି, ପ୍ରଶାସନ , ଙ୍କୁ ଅନୁରୋଧ ଏଥି ପ୍ରତି ଦୃଷ୍ଟି ଦେଇ ସମାଧାନ କଲେ କନ୍ଧମାଳ ଜିଲ୍ଲା ବାସୀ ଉପକୃତ ହୋଇପାର ନ୍ତେ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି l ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ ହେଉଛି l

