ଖଜୁରୀପଡ଼ା,୫।୭(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଅନ୍ତର୍ଗତ ବଲସକୁମ୍ପା ଅଞ୍ଚଳରେ ବନ୍ୟା ଯୋଗୁଁ ଅନେକ ଗାଁ ପ୍ରଭାବିତ ହୋଇ ବଲସକୁମ୍ପା ବିଚ୍ଛିନ୍ନ ଅବସ୍ଥାରେ ରହିଛି, ବଲସକୁମ୍ପା କୁ ଯିବାକୁ ହେଲେ ଅନେକ ଛୋଟ ବଡ଼ ନଦୀ ନାଳ ଭାଙ୍ଗି ରାସ୍ତା ଘାଟ ନଷ୍ଟ ଧୋଇ ହୋଇ ଯାଇଛି ଏବଂ ବ୍ରୀଜ୍ ଉପରେ ବନ୍ୟା ପାଣି ପ୍ରବାହିତ ହେଉଛି , ଅଞ୍ଚଳ ର ଲୋକ ମାନେ ହନ୍ତସନ୍ତ ହେଉଛନ୍ତି।

