ଚିକିଟି,୨୯/୦୬(ନିଗମାନନ୍ଦ ପଣ୍ଡା):ଚିକିଟି ରାଜ ପ୍ରସାଦରେ ବିଜେଡି ବିଧାୟକ ପ୍ରାଥୀ ଚିନ୍ମୟ ନନ୍ଦ ରୂପ ଦେବ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଚିକିଟି ମହାବିଦ୍ୟାଳୟର ବର୍ତ୍ତମାନ ପରିସ୍ଥିତି, ପରିଚାଳନା ବ୍ୟବସ୍ଥା ପ୍ରସଙ୍ଗ ସମ୍ପର୍କରେ ସୂଚନା ଦେଇଛନ୍ତି । ରୂପ ଦେବ ଏହା ବି କହିଛନ୍ତି ରାମ ଶଙ୍କର ପଟନାୟକ ଜଣକ ୪୦ ହଜାର ଲାଞ୍ଚ ପିଲାମାନଙ୍କୁ ମାଗିବା ଏହା କଣ ଠିକ ? ବର୍ତମାନ କେମିତିରାମ ଶଙ୍କର ପଟନାୟକ ୪୦ ହଜାର ଦେଲେ ପିଲାଙ୍କୁ ପାସ କରିଦେବେ ସେ ଜଣେ କର୍ମଚାରୀ ନାଁ ସେ ଜଣେ ସରକାର ଙ୍କ ପ୍ରିନ୍ସପାଲ ତାହା ଆଶ୍ଚର୍ଯ୍ୟ ଜନକ କଥା ।ଏହି ମହାବିଦ୍ୟାଳୟ ସମ୍ପୂର୍ଣ ଦୁର୍ନୀତି ରେ ଲିପ୍ତ ରହି ସ୍ଥାନୀୟ ବିଜେପି ମନୋରଞ୍ଜନ ସାମନ୍ତରା ବିଧାୟକ କାହିଁକି କଲେଜ ଛୁଟି ପରେ କଲେଜ ଆସୁଛନ୍ତି କାହିଁକି ଏହାର ଚିକିଟି ମହାବିଦ୍ୟାଳୟ ର ସିସି ଟିଭି କେମେରା ୬ ମାସ ଭିତରେ ତଦନ୍ତକରନ୍ତୁ ଏଥିରେ କିଛି କୁଚକ୍ରି ଅଧ୍ୟାପକ ମାନେ ଯେଉଁପିଲା ମାନେ କଲେଜ ହଷ୍ଟେଲ ରେ ରହୁଛନ୍ତି ସେମାନଙ୍କୁ ଜୋର ଜବରଦସ୍ତ ଆମ ଟିଉସନ ରେ ପଢିବ ନହେଲେ ଆପଣ ହଷ୍ଟେଲ ରେ ରହିପାରିବିନି ଆଜି ଏମିତି ଏକ ଘଟଣା ଘଟିଛି ଯାହା ଅଞ୍ଚଳ ରେ ସ୍ତବ୍ଧ କରି ଦେଇଛି ଏହାର ନିରପେକ୍ଷ ତଦନ୍ତ କରିବାକୁ ଚିକିଟି ବିଧାୟକ ପ୍ରାଥୀ ଶ୍ରୀ ରୂପ ଦେବ ଚିନ୍ମୟ ନନ୍ଦ ଅଭିଯୋଗ କରିଛନ୍ତି ଦେଖିବାକୁ ରହିଲା ଖବର ପରିବେଷଣ ପରେ ବ୍ରହ୍ମପୁର ସବ କଲେକ୍ଟର କଣ ପଦେକ୍ଷପ ନେଉଛନ୍ତି ।

