ଫୁଲବାଣୀ,୩।୧୧(ସୁନୀଲ ପଟନାୟକ):ବାତ୍ୟା ଅର୍ଣ୍ଣବ ର ପ୍ରଭାବ ରେ ହୋଇଥିବା ଭୁସ୍ଫଳନ ରେ ପୁରାପୁରି ଧୋଇ ହୋଇ ନିଶ୍ଚିହ୍ନ ହୋଇଗଲା କନ୍ଧମାଳ ଜିଲା ରାଇକିଆ ବ୍ଲକ ଇନ୍ଦ୍ରଗଡ଼ ଗ୍ରାମ ପଂଚାୟତ କାର୍ଯ୍ୟାଳୟ l କାର୍ଯ୍ୟାଳୟ ରେ ଥିବା ସମସ୍ତ କାଗଜ ପତ୍ର ସହ ଆସବାବ ପତ୍ର ମଧ୍ୟ ସମ୍ପୂର୍ଣ ଧୋଇ ହୋଇଗଲା ବନ୍ୟା ପାଣିରେ l ଯାହାକି କାର୍ଯ୍ୟାଳୟ ଧୋଇ ହୋଇଯିବା ଚିତ୍ର ରୁ ଦେଖିବାକୁ ମିଳିଛି l

