ଫୁଲବାଣୀ:ଜନ ବାଣୀ,୨୧/୦୬(ସୁନୀଲ ପଟ୍ଟନାୟକ):ରବିବାର ମାଇ ଭାରତ କନ୍ଧମାଳ ତରଫରୁ ଆର୍ନ୍ତଜାତୀକ ଯୋଗ ଦିବସ ଇଣ୍ଡୋର ଷ୍ଟାଡୟମ୍ କନ୍ଧମାଳ ଫୁଲବାଣୀ ଠାରେ ଅନୁଷ୍ଠିତ୍ ହୋ ଇ ଯାଇ ଅଛି l ଅନୁଷ୍ଠିତ କାର୍ଯକ୍ରମ କୁ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଶିକ୍ଷାବିତ୍ ନବକିଶୋର ରଥ ଯୋଗ ଦେଇଥିବା ବେଳେ ସନମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ସମୀର କୁମାର ନାୟକ, ଜିଲ୍ଲା ଶାରୀରିକ ଅଧିକାରୀ ସଂଜୟ କୁମାର ପାତ୍ର, ଶିକ୍ଷକ ବିଜୟାନନ୍ଦ ସାହୁ, ଯୋଗ ଗୁରୁ ନିରଞ୍ଜନ ପାଣ୍ଡେ,ମାଇ ଭାରତ କନ୍ଧମାଳ ର ଜିଲ୍ଲା ଯୁବ ଅଧିକାରି ପ୍ରଶାନ୍ତ କୁମାର ,ସହକର୍ମୀ ସତ୍ୟବାନ ଦଳବେହେ ରା, ପ୍ରମୂଖ ଯୋଗ ଦେଇ ଥିଲେ l ଅନୁଷ୍ଠିତ ଯୋଗ କାର୍ଯକ୍ରମକୁ ଏକ ଶହରୁ ଉର୍ଦ୍ଧ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥଲେ l ଯୋଗ ଗୁରୁ ଉପସ୍ଥିତ ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ଯୋଗ ଅଭ୍ୟାସ କରା ଇ ଥିଲେ l ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯ କ୍ରମ ର ମୂଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରିଥିଲେ l ବୈଠକ ରେ ମାଇ ଭାରତ ଫୁଲବାଣୀ ର ସହକର୍ମୀ ସତ୍ୟବାନ ଦଳ ବେହେରା ମୂଖ୍ୟ ଅତିଥି ସମ୍ମାନୀତ ଅତିଥି ଓ ଉପସ୍ଥିତ ଯୁବ ଭାଇ ଓ ଭଉଣୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ମିନି କଂହର୍ ଧନ୍ୟ ବାଦ ଅର୍ପଣ କରି ସଭା ସାଙ୍ଗ କରିଥଲେ l

