ଖଲିକୋଟ,୨୨।୯(ବାପୁନି ମାଲୁ):ଖଲ୍ଲିକୋଟ ବ୍ଲକ ରେ ପିଟଣାପଲ୍ଲୀ ଗୋଟେ ଅବହେଳିତ ଗାଁ ଆଜି ପର୍ଯ୍ୟନ୍ତ ଗାଁ କୁ ଗୋଟେ ଭଲ ରାସ୍ତା ଖଣ୍ଡେ ନାହିଁ 79 ବର୍ଷ ଦେଶ ସ୍ଵାଧୀନ ହେଲେ ମଧ୍ୟ ସରକାର ଙ୍କ ବିଫଳତା ଜଳ ଜଳ ଦେଖା ଯାଉଛି। 25 ବର୍ଷ ର ସରକାର ଅମଳ ରେ ହେଲା ନାହିଁ କି ଆଜି ବି ଡବଲ ଇଞ୍ଜିନ ସରକାର ରେ ହେବ କି ନାହିଁ ଅପେକ୍ଷାରେ କିନ୍ତୁ ନେତା ଏଠି ବାଡିଆ ବାଡି ସେ କଣ ଲୋକ ଙ୍କ ସମସ୍ୟା ବୁଝିବେ । କିନ୍ତୁ ଜନତା ହେଲେ ଜନା ରଦନ୍ । ଅହମ୍ କାର କାହାର ବି ରହିନି କି ରହିବ ନାହିଁ ରାବଣ ହେଉ କି ଦୁର୍ଯ୍ୟୋଧନ ସବୁ ଗଲେ ଧ୍ୱସଂ ହୋଇ । ଫାଲତୁ କଥା ରେ ମନ୍ ନ ଦେଇ ଅଞ୍ଚଳ ର ମୁଖ୍ୟ ସମସ୍ୟା ଜାଇ ଯଥା ଶୀଘ୍ର ସମାଧାନ କଲେ ଆମେ ଜାଣିବୁ ପାୱାର ଅଛି ।

