ଫୁଲବାଣୀ -୨୯/୦୩(ସୁନିଲ ପଟ୍ଟନାୟକ):କଂଧମାଳ ଜିଲ୍ଲା ଫୁଲବାଣୀ ଜଙ୍ଗଲ ବିଭାଗ ଡିଭିଜନ ଅନ୍ତର୍ଗତ ଜି ଉଦୟଗିରି କ ଳୀଙ୍ଗା ରୋଡ ର ନନ୍ଦ ଗିରୀ ନିକଟ ରେ ଦୀର୍ଘ ଦିନ ହେଲା ଦନ୍ତା ହାତୀ ବୁଲୁଛି l ଅଞ୍ଚଳ ର ଲୋକୋଙ୍କ ବାରୀ ରେ ପଶି ଫସଲ ନଷ୍ଟ କରୁଛି l ଜଙ୍ଗଲ ବିଭାଗ କର୍ମଚାରୀ ହାତୀ କୁ ଅନ୍ୟତ୍ର ଘଉ ଡ଼ା ଇବl ରେ ବିଫଳ ହେଇଛନ୍ତି l ହାତୀ ସମ୍ପୃକ୍ତ ଅଞ୍ଚଳ ର ତିନି ଜଣ ବ୍ୟକ୍ତିଙ୍କୁ ଦଳି ସାରିଲାଣି l ଯିବା ଆସିବା ବେଳେ ଲୋକେ ଆତଙ୍କିତ ହୋଇ ପଡ଼ୁଛନ୍ତି l ବିଶେଷ କରି ରାତି ରେ ହାତୀ ରାସ୍ତା କଡ଼ରେ ରହୁଥିବା ରୁ ଗାଡି ମଟର ରେ ଯିବା ପାଇଁ ଭୟ କରୁ ଛନ୍ତି l ବନ ବିଭାଗ ଡି ଏଫ୍ ଓ ଏଥି ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି l

