ଫୁଲବାଣୀ,୧୪।୦୯(ସୁନୀଲ ପଟ୍ଟନାୟକ):ସୋମବାର ଫୁଲବାଣୀ ସ୍ଥିତ ଜିଲ୍ଲା ପ୍ରେସ କ୍ଲବ ରେ ଅଗ୍ରପୂଜ୍ୟ ଶ୍ରୀ ଗଣେଷ ପୂଜା ଆଡମ୍ବର ରେ ପାଳିତ ହୋଇଥିଲା l ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ କର୍ତ୍ତା ଭାବେ ପୂଜାରେ ଯୋଗ ଦେଈ ପୂଜା ସହଯୋଗ କରିଥିଲେ l ସେହିପରି ସମ୍ପାଦକ ତ୍ରିନାଥ ସାହୁ, ଉପ ସଭାପତି ସୁଜିତ କୁମାର ବେହେରା, କାର୍ଯ୍ୟ କାରୀ ସଭାପତି ପ୍ରଶାନ୍ତ କୁମାର ବେହେରା, ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ପୂଜା ରେ ସହଯୋଗ କରିଥିବା ବେଳେ କାଂନ ହା ପଟ୍ଟନାୟକ ସମସ୍ତ ସlଜ ସଜ୍ଜା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଶିବା ନନ୍ଦ ପଟ୍ଟନାୟକ, ସୋନ୍ତସ ଡିଗlଲ, ମୁଷ୍କାନ ସୁଆର, ଅଶୋକ ମହାନ୍ତି, ବ୍ରଜ ମୋହନ ନାୟକ, ଗୋପାଳ ପଟ୍ଟନାୟକ, ସତ୍ୟ ବେହେରା, ବଦ୍ୟ ନାଥ ବେହେରା, ବଦ୍ୟ ନାୟକ, ବିଶ୍ବ ରଂଜନ ସାମନ୍ତରାୟ, ଡ ରଞ୍ଜନ କୁମାର ପ୍ରଧାନ, ପ୍ରଶାନ୍ତ କୁମାର ଜେନା, ଜୟ ସେନ ପରିଡ଼ା, ଲଲିତ ନାୟକ, ଅଚ୍ୟୁତ, ବରୁଣ ବେହେରା, ଦାରୁଣ ବେହେରା, ଖିତିସ ମଲିକ, ଆଦିତ୍ୟ ତ୍ରିପାଠୀ,ବଳଦେବ ବେହେରା, ଡ. କାନହୁ ଚରଣ ଶତପଥୀ, ଶିବ ବିଶ୍ବାଳ, ଅଜିତ୍ କୁମାର ମହାରଣା,ଶିବ ପ୍ରସାଦ ତ୍ରିପାଠୀ, ବିରେନ୍ଦ୍ର ସୁବୁଦ୍ଧି ପ୍ରମୁଖ ଙ୍କ ସମେତ ଅନ୍ୟ ମାନେଯୋଗ ଦେଇ ପୁଷ୍ପାଞ୍ଜଳି ଦେଇ ଥିଲେ l

