Browsing: ଆଜିର ଖବର

ଭଂଜନଗର,୯।୯(ନିଲୁ ବିଷୋୟୀ):ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ଅନେକ ଛାତ୍ରୀଛାତ୍ରଙ୍କ ପେପର ବ୍ୟାକ ରହିଛି।…

ହିଞ୍ଜିଳିକାଟୁ,୯।(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ଦିନକୁ ଦିନ ଚୋରି ହେଉଥିବା କଥା ସ୍ଥାନୀୟ ଅଞ୍ଚଳରେ ଘଟୁଛି । କାହାର ଦୋକାନ ତାଡିବା ତ କାହାର ଘରୁ ବିଭିନ୍ନ ପ୍ରକାର ସାମଗ୍ରୀ…

ପୁରୁଷୋତ୍ତମ ପୁର/ହିଞ୍ଜିଳିକାଟୁ,୯।୯(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ଆସନ୍ତା ୧୪ ତାରିଖରେ ହେବ ଗଣେଶ ପୂଜା, ସେଥିପାଇଁ ପୁରୁଷୋତ୍ତମପୁର ସହର ର ବିଭିନ୍ନ ସାହିରେ ଗଣେଶ ପୂଜା ଧୁମ ଧାମ ରେ…

ବୋଲଗଡ଼,୯।୯(ସୁଶାନ୍ତ କୁମାର ପ୍ରଧାନ):ଓଡ଼ିଶାର ଗଣପର୍ବ ଓଷା ବ୍ରତ ମଧ୍ୟରେ ବୁଧେଇ ବା ବୁଧିବାମନ ଓଷା ଅନ୍ୟତମ। ପୁରପଲ୍ଲୀରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଘରେ ଘରେ ଏହି…

ବେଲଗୁଣ୍ଠା,୯।୯(ଶିବରାମ ଚୌଧୁରୀ):ବେଲଗୁଣ୍ଠା ଥାନା ପୁଲିସ ପକ୍ଷରୁ ଗତ ୦୮ ତାରିଖ ସନ୍ଧ୍ୟା ୮:୩୦ ମିନିଟ୍‌ରେ ବ୍ଲକିଂ ଡ୍ୟୁଟି ସମୟରେ ବେଆଇନ ଗୁଟଖା ଓ ନିଷିଦ୍ଧ ତମାଖୁ ଚାଲାଣ…

ବେଲଗୁଣ୍ଠା,୯।୯(ଶିବରାମ ଚୌଧୁରୀ):ବେଲଗୁଣ୍ଠାବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ତରଫରୁ ନିବା ଗତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି ।…

ବ୍ରହ୍ମପୁର,୯।୯(ହିମାଂଶୁ ଶେଖର ସାବତ):ସିଟି ହାଇସ୍କୁଲ ତେଲୁଗୁ ମାଧ୍ୟମର ଶିଶୁ ବାଟିକାଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଆଜି ସ୍କୁଲ ବ୍ୟାଗ୍ ଓ ମିଠା ବଣ୍ଟନ କରାଯାଇଛି।…

ଭବାନୀପାଟଣା,୯।୯(କିଶନ ଶର୍ମା):ଭାରତୀୟ ଜ୍ଞାନ ପରମ୍ପରା, ଜ୍ୟୋତିଷଶାସ୍ତ୍ର ଓ କର୍ମତତ୍ତ୍ୱକୁ ନେଇ ପୁରୀସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଦୁଇଦିନିଆ ଆନ୍ତର୍ଜାତୀୟ ଜ୍ୟୋତିଷ ସମ୍ମିଳନୀରେ ବିଶିଷ୍ଟ ଜ୍ୟୋତିଷବିଦ୍…

ଭବାନୀପାଟଣା,୯।୯(କିଶନ ଶର୍ମା):ସ୍ଥାନୀୟ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ତର୍କ କୁଇଜ୍ ପ୍ରତିଯୋଗିତା ୨୦୨୭ ପଞ୍ଜିକରଣ ଓ ପ୍ରତିଭାଗି ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ପଞ୍ଜିକୃତ କରାଯାଇଛି।…

ବାଲିଗୁଡା,୦୯।୦୯(ସଞ୍ଜୟ କୁମାର ପାଣିଗ୍ରାହୀ):ଗଣେଶ ଚତୁର୍ଥୀକୁ ନେଇ ଚଳଚଞ୍ଚଳ ହେଲାଣି ପୂଜା ବଜାର। ଆଉ କିଛି ଦିନ ପରେ ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା। ଏହାକୁ ନେଇ ସହରଠାରୁ…