ଖଜୁରୀପଡ଼ା,୨୬।୦୯(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ର ଦୁତିମେଣ୍ଡି ପଞ୍ଚାୟତ ନିକଟରେ ଥିବା ଦୁତିମେଣ୍ଡି ସରକାରୀ ପ୍ରାଇମେରୀ ବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ଛାତ୍ରୀ ଙ୍କ ର ଦୁର୍ଘଟଣା ଘଟିଛି l ଶିକ୍ଷକ ଶିକ୍ଷୟିତ୍ରୀ ଙ୍କର ଦାଇତ୍ୱ ହୀନତା ଯୋଗୁଁ ଏଭଳି ଘଟଣା ଘଟିଥିବା ଅଭିଭାବକ ଏବଂ ଅଞ୍ଚଳ ବାସି କହିଛନ୍ତି l ସ୍କୁଲ ଛୁଟି ହେବା ପରେ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମୁଖ୍ୟ ରାସ୍ତା ର ସଡ଼କ ରେ ଧାଡି ବାନ୍ଧି ଛାଡ଼ିବା ବଦଳରେ ନିଜେ କେମିତି ଆଗ ଘରକୁ ପଳେଇ ବେ ସେ ଚିନ୍ତାଧାରା ରେ ରହୁଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ l ଛାତ୍ରୀ ଜଣ ଙ୍କ ରାସ୍ତା ପାର ହେବାପାଇଁ ଧାଇଁ ଆସୁଥିବା ବେଳେ ବିପରୀତ ଦିଗରୁ ଏକ ଟ୍ରଲର୍ ଯାନ ହଟାତ ପହଞ୍ଚି ଥିଲା.. ଡ୍ରାଇଭର ଜଣଙ୍କ ସାହସିକତା ସହ ଗାଡ଼ି କୁ ବ୍ରେକ ମାରି ରଖିଥିବାରୁ ଛାତ୍ରୀ ଙ୍କୁ ଗାଡିର ଆଘାତ ହେଇନ ଥିଲା.. ତଥାପି ସେ ଛାତ୍ରୀ ଙ୍କୁ ଖଜୁରୀପଡ଼ା ମେଡିକାଲ କୁ ନେଇଁ ପ୍ରାଥମିକ ଚିକିତ୍ସା କରେଇ ଥିବା ଦେଖିବାଜୁ ମିଳିଛି l ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ର କାର୍ଯ୍ୟ ଅବହେଳା ଫଳରେ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଇଛି l

