ଖଜୁରୀପଡ଼ା,୧୮।୦୯(ମନୋଜ କୁମାର ବେହେରା):ମାଇ ଭାରତ କନ୍ଧମାଳ ତରଫରୁ ସେବା ପକ୍ଷ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇ ଅ ଛି l ମାଇ ଭାରତ କନ୍ଧମାଳ ର ସହକର୍ମୀ ସତ୍ୟବାନ ଦଳ ବେହେରା ଙ୍କ ନେତୃତ୍ଵ ରେ ଏହି ଏହି କାର୍ଯ୍ୟ କ୍ରମ୍ ଅନୁଷ୍ଠିତ ହୋଇଯାଇଛି l ସ୍ୱେଚ୍ଛାସେବୀ ମାନଙ୍କ ମଧ୍ୟରେ ଗୋଲକ ପ୍ରଧାନ, କମଲ ଲୋଚନ ଦେହୁରୀ, ରିତେଶ ବଗର୍ତ୍ତୀ, , ବିଶ୍ୱଜିତ୍ ପ୍ରଧାନ, ଭାରତୀ ମିଶ୍ର, ପଦ୍ମାଳୟ ସାହାଣୀ, ସିମଞ୍ଚଲ୍ ଦେହୁରୀ, ଶକ୍ତି ଧର୍ ଦେହୁରୀ, ସୁଜାତା ପ୍ରଧାନ, ଜୟ କିଶୋର ପ୍ରଧାନ, ସୋନକ ମଲ୍ଲିକ, ମଳୟ ରଞ୍ଜନ ପ୍ରଧାନ, ପ୍ରକାଶ କହଁର, ଆଲୋକ ମଲ୍ଲିକ,କାର୍ଯକ୍ରମ ରେ ସାମିଲ ହୋଇ ଥିଲେ l ଏହି କାର୍ଯ୍ୟ କ୍ରମ୍ ରେ ପର୍ଯଟନ ଥଳି , ମନ୍ଦିର, ମେଡିକାଲ, ଗ୍ରାମ ପଂଚାୟତ, ଏବଂ ବିଭିନ୍ନ ଅଞ୍ଚଳରେ ଏହି କାର୍ଯ୍ୟ କ୍ରମ୍ କରଯାଇଥିଲା l ଏହି କାର୍ଯ୍ୟ ଟି ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନ ରେ ଚାଲିବ ବୋଲି ମାଇ ଭାରତ କନ୍ଧମାଳ ର ଜିଲ୍ଲା ଯୁବ ଅଧିକାରୀ ପ୍ରଶାନ୍ତ କୁମାର ସୂଚନା ଦେଇଛନ୍ତି l

