Author: Janabani News

ଫୁଲବାଣୀ,୨/୫:(ସୁନୀଲ ପଟ୍ଟନାୟକ):କାଳ ବୈଶାଖୀ ରେ ଭାଙ୍ଗିଗଲା ଘର , ଜଣେ ମହିଳା ଆହତ,ସରକାରୀ ସାହାଯ୍ୟ ପାଇଁ ପ୍ରସାଶନ କୁ ଅନୁରୋଧ କଲେ ଦେବେନ୍ଦ୍ର, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ ନୂଆଗାଁ ଅଞ୍ଚଳ ରେ କାଳ ବୈଶାଖୀ ର କରାଳ ରୂପ ଦେଖିବାକୁ ମିଳିଛି, କ ନୂଆଗାଁ ବ୍ଲକ ଆଡିମାହା ଗ୍ରାମ ପଂଚାୟତ ର ଲଙ୍କାମୁଣ୍ଡା, ଡେଲାର ପଦର ଅଞ୍ଚଳ ରେ ବ୍ୟାପକ କ୍ଷୟ କ୍ଷତି ହୋଇଛି, ବିପୁଳ ପରିମାଣ ରେ ଘର ଦ୍ୱାର ଭାଙ୍ଗିବା ସହିତ ଗଛ ପଡି ବିଦ୍ୟୁତ୍ ତାର ଛିଣ୍ଡି ଯାଇଛି, କିଛି ଅଞ୍ଚଳ ରେ ଟ୍ରାନସଫର୍ମର ପୋଡ଼ି ନଷ୍ଟ ହୋଇ ଥିବାରୁ ବର୍ତ୍ତମାନ୍ ସୁଦ୍ଧା ବିଦ୍ୟୁତ୍ ପ୍ରବାହ ବନ୍ଦ ରହିଛି, ବିଳମ୍ବିତ ରାତିରେ କାଳ ,ବୈଶାଖୀ ଯୋଗୁଁ ଲଙ୍କାମୁଣ୍ଡା ଗାଁ ର ଦେବେନ୍ଦ୍ର ନାୟକ ଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଛି, ଦେବେନ୍ଦ୍ର ଙ୍କ ମାଆ ସରୁ ନାୟକ ଶୋଇ ଥିବା ବେଳେ…

Read More

ନୂଆପଡ଼ା, ୦୧/୦୫,(ପରମେଶ୍ୱର ମେହେର):ନୂଆପଡା ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ଆନୁକୂଳ୍ୟରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ତଥା ମେ ଦିବସ-୨୦୨୬ ସ୍ଥାନୀୟ ପଥ ପ୍ରାନ୍ତ ସୁବିଧା କେନ୍ଦ୍ର, ଟାନୱାଟ ଠାରେ ଆୟୋଜିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଶ୍ରମିକମାନଙ୍କ ଉନ୍ନତି ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପୁନରୁଚ୍ଚାର କରିଥିଲେ।ଏହି ଅବସରରେ ଖରିଆର ରୋଡ ଏନଏସି ଅଧ୍ୟକ୍ଷା ଡା. ସୋନିଆ ଜୈନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି, ନୂଆପଡ଼ା ମାନ୍ୟବର ବିଧାୟକ ଜୟ ଢୋଲକିଆଙ୍କ ପ୍ରତିନିଧି ତଥା ତାଙ୍କ ପତ୍ନୀ ସୁମନ ଢୋଲକିଆ, ଉପ ଜିଲ୍ଲାପାଳ ସୁର୍ମୀ ସୋରେନ, ନୂଆପଡା ବ୍ଲକ ଅଧ୍ୟକ୍ଷା ତାରେଶ୍ବରୀ ସାହୁ, ପ୍ରଭାଗୀୟ ଶ୍ରମ ଆୟୁକ୍ତ ରବୀନ୍ଦ୍ର ବାର୍ଲା ଓ ଟାନୱାଟ ସରପଞ୍ଚ ଜୟରାମ ସତନାମୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ।ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ…

Read More

ବାଲିଗୁଡା, ୦୧/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ତଥା ଏହାର ଆଖପାଖ ବ୍ଲକ ଅଧୀନ ବିଭିନ୍ନ ଗ୍ରାମାଞ୍ଚଳରେ ଗୁରୁବାର ରାତିରୁ ଶୁକ୍ରବାର ଭୋର ଯାଏ କାଳବୈଶାଖୀର ଭୀଷଣ ତାଣ୍ଡବ ପ୍ରଭାବରେ ଅନେକ ଗଛ ଓ ବିଜୁଳି ଖୁଣ୍ଟ ଭାଙ୍ଗିବା ସହ, ବିଜୁଳି ସରବରାହ ବିଛିନ୍ନ ହୋଇଯାଇଛି I ଅନେକ ବ୍ୟକ୍ତିଙ୍କ ଘରର ଛପର ମଧ୍ୟ ଉଡିଯାଇଛି I ଯେଉଁ ପରିମାଣରେ ବିଜୁଳି ତାର ଗୁଡିକ ଓହଳିକି ରହିଛି ବିଜୁଳି ସରବରାହ ସ୍ୱାବବିକ ହେବା ନିମନ୍ତେ ଦୀର୍ଘ ସମୟ ଲାଗିବ l ଟାଉନ ରେ ଥିବା ବିଭିନ୍ନ କ୍ୟାବିନ ଓ ଘର ସମ୍ମୁଖରେ ଥିବା ବିଶାଳକାୟ ଗଛ ଉପୁଡ଼ି କ୍ୟାବିନ ଓ ଘର ଉପରେ ପଡିଯିବାରୁ କ୍ୟାବିନ ଓ ଘର ଭାଙ୍ଗିଯାଇଛି। ସେହିପରି ବରାଳ ଦେବୀ ମନ୍ଦିର ପରିସର ରେ ଏବଂ ବନ ବିଭାଗ ଏ ସି ଏଫ ଙ୍କ ସରକାରୀ ବାସ ଭବନ ସମ୍ମୁଖରେ ଥିବା ଏକ ବୃହତକାୟ ଗଛ ଉପୁଡ଼ି…

Read More

ଭୁବନେଶ୍ଵର :୧/୦୫,(ଜନବାଣୀ ବ୍ୟୁରୋ): ଦୁଗ୍ଧ ଚାଷୀଙ୍କ ପାଇଁ ବଡ ଖୁସି ଖବର। ଓମ୍ପେଡ୍ ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ ବଡ ନିଷ୍ପତ୍ତ ନେଇଛି ଓମ୍ପେଡ୍। ଓମ୍ପେଡ୍ ଦୁଗ୍ଧ ଚାଷୀଙ୍କୁ ମିଳିବ ଲିଟର ପିଛା ୧ଟଙ୍କା। ଓମ୍ପେଡ୍ ଦୁଗ୍ଧ ଚାଷୀମାନେ ପୂର୍ବରୁ ଲିଟର ପିଛା ୩୮ଟଙ୍କା ୫ପଇସା ପାଉଥିଲେ। ଏଣିକି ଲିଟର ପିଛା ୩୯ଟଙ୍କା ୦୫ ପଇସା ଲେଖାଏଁ ପାଇବେ । ଏହି ନୂତନ ବର୍ଦ୍ଧିତ ଦର ମେ ୧ରେ ୨୦୨୬ ଠାରୁ କାର୍ଯ୍ୟକାରୀ ହେବ ବୋଲି ଓମ୍ପେଡ୍ ପକ୍ଷରୁ କୁହାଯାଇଛି।ଦୁଗ୍ଧଚାଷୀଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ପାଇଁ ଓମ୍ପେଡ୍ ପକ୍ଷରୁ ପ୍ରୟାସ ଜାରି ରହିଛି। ଅପରପକ୍ଷେ ଘାସ, ଚାରା, ପିଡିଆ,ଗୋଖାଦ୍ୟ, ମେଡିସିନ ଆଦି ଖର୍ଚ୍ଚ କ୍ରୟ ମୂଲ୍ୟ ବୃଦ୍ଧି ହେବ । ୩ଲକ୍ଷ ଓମ୍ପେଡ୍ ଦୁଗ୍ଧଚାଷୀ ଉପକୃତ

Read More

ବୁଗୁଡ଼ା,୧/୫,(ଡ.ବି.ପ୍ରକାଶ ଚନ୍ଦ୍ର ପାତ୍ର):ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ଠାରେ ଆଜିଶ୍ରମିକ ଦିବସ ଅବସରରେ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ କାଦପଡା ତନ୍ତୁବାୟ ସେବା ସମିତି ଠାରେ ଏକ ଜଳଛତ୍ର କେନ୍ଦ୍ର ଖୋଲା ଯାଇଛି। ପଥଚାରୀ, ଦିନ ମଜୁରିଆ, ଶ୍ରମିକ ମାନଙ୍କୁ ଅଂଶୁଘାତରୁ ରକ୍ଷାକରିବା ନିମନ୍ତେ ମଇ ଓ ଜୁନ୍ ଦୁଇମାସ ପ୍ରଚଣ୍ଡ ରୌଦ୍ର ତାପ ହେବାର ସମ୍ଭାବନା ଥିବାରୁ ଏମିତି ମହତ ପଦକ୍ଷେପକୁ ବାଲିପଦର ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ପଦକ୍ଷେପ ଗ୍ରହଣ କରିଛି। ଆଜିର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମଞ୍ଚ ସଭାପତି ଇଂ ବିପ୍ର ଚରଣ ପାତ୍ର, ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ, ବି. କ୍ରିଷ୍ଣା ରାଓ ଦୋରା, ମଙ୍ଗୁଳି ପାତ୍ର,ଲକ୍ଷ୍ମଣ କୁମାର ଜେନା, ପଦ୍ମ ଲୋଚନ ଗୌଡ, ନରସିଂହ ପାତ୍ର, ଦ୍ବିତି କୃଷ୍ଣ ବିଶ୍ବାଳ,ଡ.ବି.ପ୍ରକାଶ ଚନ୍ଦ୍ର ପାତ୍ର,ବଂଶିଧର ବିଷୋୟୀ, ଇଂ. ମହେଶ୍ବର ଗୁରୁ, ଖଲି ପାତ୍ର,କବିରାଜ ପରିଡ଼ା, ରାମହରି ମହାନ୍ତି, ଇ. ନିଳାଚଳ ପାତ୍ର ପ୍ରମୁଖ ଯୋଗଦେଇ ପଥଚାରୀଙ୍କୁ…

Read More

ବ୍ରହ୍ମପୁର,୧/୫,(ହିମାଂଶୁ ଶେଖର ସାବତ):ଗଞ୍ଜାମ ଜିଲ୍ଲା ଓ ଦୌରା ଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଅଶାନ୍ତ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ବ୍ୟୋମକେଶ ନାୟକଙ୍କ ପରିଚାଳନାରେ ମସିହାଖାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ହୋଇଯାଇଛି l ଶ୍ରମିକଙ୍କ ଅଧିକାର,ସୁରକ୍ଷା ଓ ଉପଯୁକ୍ତ ପାରିଶ୍ରମିକ, ଆଇନ ରେ ଉଲ୍ଲେଖ ଥିବା ସମସ୍ତ ସୁବିଧା ସୁଯୋଗ,ବିଭିନ୍ନ ଆଇନଗତ କାର୍ଯ୍ୟବଳୀ ଆଦି ବିଷୟ ଉପରେ ସ୍ଥାନୀୟ ଶ୍ରମିକ ମାନଙ୍କୁ ସଚିବ ଆଲୋକପାତ କରିଥିବା ବେଳେ ଉପସ୍ଥିତ ସମସ୍ତଙ୍କୁ ଆଇନ ସେବା ପ୍ରାଧିକରଣର ଆଇନ ସହାୟତା ଆବେଦନ ଫର୍ମ ବଣ୍ଟନ କରାଯାଇଥିଲା l ଡିଜିଟାଲ୍‌ ଯୁଗରେ ଶ୍ରମିକଙ୍କ ମାନସିକ ସ୍ବାସ୍ଥ୍ୟ ଓ ସାମାଜିକ ନ୍ୟାୟ ପ୍ରଦାନ ସହ ସୁରକ୍ଷିତ ପରିବେଶରେ ୮ ଘଣ୍ଟା ଶ୍ରମ ନିୟମ ଲାଗୁ କରିବା ଚଳିତବର୍ଷ ଏହି ଶ୍ରମିକ ଦିବସର ଥିମ୍‌ ରଖାଯାଇଛି।…

Read More

ବ୍ରହ୍ମପୁର,୧/୫,(ହିମାଂଶୁ ଶେଖର ସାବତ):ବ୍ରହ୍ମପୁର ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ବ୍ରହ୍ମପୁର ଡ଼ ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକ ଦିବସ ର ଉଦ୍ଦେଶ୍ୟ , ସୁବିଧା ,ଅସୁବିଧା ବିଷୟରେ ଆଲୋକପାତ କରିଥିଲେ l ମେ ୧ କୁ ଜାତିସଂଘ ତରଫରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରିବା ନିମନ୍ତେ ସ୍ଥିର କରାଯାଇଛି l ଗଞ୍ଜାମ ଜିଲ୍ଲାର ଶ୍ରମିକମାନେ ଭାରି ପରିଶ୍ରମୀ,ସରଳ ,ନିଷ୍କପଟ ଓ ସମୟାନୁବର୍ତ୍ତି ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଚିକିଟି ବିଧାୟକ ଶ୍ରୀ ମନୋରଞ୍ଜନ ଦ୍ୟାନ ସାମନ୍ତରା , ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାର, ବ୍ରହ୍ମପୁର ମହାନଗର ନିଗମ କମିଶନର ସୁଶ୍ରୀ ଏ ସସ୍ୟ ରେଡ୍ଡୀ , ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ ଅବିନାଶ କୁମାର,ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀମତୀ ସୁମିତ୍ରା ମାଝୀ ଉପସ୍ଥିତ ରହିଥିଲେ। ଏହି…

Read More

କଳାହାଣ୍ଡି,୧/୫,(ରୁପେନ୍ଦ୍ର ସୁନାନୀ):କଳାହାଣ୍ଡି ଜିଲ୍ଲା ମାଣିକେଶ୍ୱରୀ ରାଜମିସ୍ତ୍ରୀ ସଂଘ ପକ୍ଷରୁ ପର୍ଲା ଖେଳପଡ଼ିଆରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ରାଜମିସ୍ତ୍ରୀ ସଂଘ ସଭାପତି ଅବିରାମ ସୁନାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବ୍ଲଉକ ଅଧ୍ୟକ୍ଷା ବବିତା ପଟଯୋଶୀ, ମୁଖ୍ୟବକ୍ତା ଭାବେ ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଜୟପାଟଣା ଅତିରିକ୍ତ ତହସିଲଦାର ଅଜିତ କୁମାର ଶବର, ସମାଜସେବୀ ସୁଧୀର ବାଗ, ରାଜାରାମ ବାଗ, ମନୋଜ ପଟଯୋଶୀ, ମୋଟେର ବିଜେପି ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, ସାମ୍ବାଦିକ ସେତୁରାମ ଭକ୍ତ, ରାଜମିସ୍ତ୍ରୀ ସଂଘ ସଂପାଦକ ଚିତରଞ୍ଜନ ଗୋପାଳ ପ୍ରମୁଖ ଯୋଗଦାନ କରିଥିଲେ । ସୁଚନା ମତେ ୧୮୮୬ ମସିହାରେ ଆଜିର ଦିନରେ ଆମେରିକାରେ ପ୍ରଥମେ ଶ୍ରମିକଙ୍କ ପାଇଁ କାମ କରିବା ସମୟ ନିର୍ଦ୍ଧାରିତ ହୋଇଥିଲା। ସେହି ଦିନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ମେ ୧ ତାରିଖକୁ ଶ୍ରମିକ ଦିବସ…

Read More

ମନ୍ଦିର ପ୍ରତିଷ୍ଠା ପରେ ଅଂଚଳରେ ଖୁସିର ମାହୋଲ ନୂଆପଡ଼ା,ସିନାପାଲି,୧/୫,(ପରମେଶ୍ୱର ମେହେର):ନୂଆପଡା ଜିଲ୍ଲା ସିନାପାଲି ଠାରେ ବିଧିବିଧାନ ଅନୁଯାଇ ଏକ ଆଧ୍ୟାତ୍ମିକ ସମାବେଶ ମଧ୍ୟରେ ନିକଟରେ ନବନିର୍ମିତ ଭବ୍ୟ ଶିବମନ୍ଦିର ପ୍ରତିଷ୍ଠା ସମ୍ପୂର୍ଣ୍ଣ ହୋଇଛି l ମନ୍ଦିର ପ୍ରତିଷ୍ଠା ସହ ଏଠିକାର ଲୋକଙ୍କ ବହୁ ଦିନର ଆଶା ପୂରଣ ହୋଇପାରିଛି l ଏହି ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠାରେ ଅଂଚଳର ସାଧାରଣ ଲୋକଙ୍କ ଅକୁଣ୍ଠିତ ସହଯୋଗ ରହିଥିବାରୁ ପ୍ରତିଷ୍ଠା ଉତ୍ସବ ପରିଚାଳନା କମିଟି ତରଫରୁ ସମସ୍ତଙ୍କୁ ଏଅବସରରେ ଧନ୍ୟବାଦ ଅର୍ପଣ କରାଯାଇଛି l ମନ୍ଦିର ପ୍ରତିଷ୍ଠା ପରଦିନ ଏଠାରେ ସାମୁହିକ ରୁଦ୍ରାଭିଷେକ କରାଯାଇଥିଲା l ଏବେ ନୂତନ ମନ୍ଦିରକୁ ଭକ୍ତଙ୍କ ଆଗମନ ଲାଗି ରହିଛି l ଶୃଙ୍ଖଳାର ସହ ଆଗାମୀ ଦୈନନ୍ଦିନ ରୀତିନୀତି କିପରି ପରିଚାଳିତ ହେବ ସେନେଇ ଖୁବଶୀଘ୍ର ଏକ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ପ୍ରତିଷ୍ଠା ଉତ୍ସବ ପରିଚାଳନା କମିଟି ତରଫରୁ ସୂଚନା ଦିଆଯାଇଛି l ସୂଚନାଯୋଗ୍ୟ ଯେ ପ୍ରାୟ…

Read More

କଳାହାଣ୍ଡି,୦୧/୦୫,(ରୁପେନ୍ଦ୍ର ସୁନାନୀ):କଳାହାଣ୍ଡି ଜିଲ୍ଲା, ଧର୍ମଗଡ ବ୍ଲକ୍, ବେହେରା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଦଣ୍ଡପାଟ କୋଚିଙ୍ଗ ସେଣ୍ଟର ର ଶୁଭ ଉଦ୍ଘାଟନ ହୋଇଯାଇଛି।ଅବସର ପ୍ରାପ୍ତ ଇଂରାଜୀ ଶିକ୍ଷକ ଭକ୍ତ ଚରଣ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଶୁଭ ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟଯୋଶି ଯୋଗଦାନ୍ କରିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଦନ୍ତେଶ୍ୱରି ସରକାରୀ ଉଚ୍ଚ ବିଦ୍ୟାଳୟ ବେହେରା ପ୍ରଧାନ ଶିକ୍ଷକ ରୁପେନ୍ଦ୍ର ବାଣୁଆ, ସମ୍ମାନୀତ ଅତିଥି ଭାବରେ ଇଂରାଜୀ ସପୋର୍ଟ ମିଶନ ପ୍ରତିଷ୍ଠାତା ତଥା ଅଧ୍ୟାପକ ପଞ୍ଚାନନ ଦୁରିଆ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସଭାପତି ତଥା ସମାଜସେବୀ ସୁନିଲ ଅଗ୍ରୱାଲ, ବେହେରା ଗ୍ରାମ ପଞ୍ଚାୟତ ନାଏବ ସରପଞ୍ଚ ଟିକେଶ୍ୱର ଗୋପାଲ ପ୍ରମୁଖ ଯୋଗଦାନ କରିଥିଲେ। ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କ ପ୍ରତ୍ୟେକ ବିଷୟ ସହ ଇଂରାଜୀ ଭାଷାରେ ଦକ୍ଷତା ବୃଦ୍ଧି ପାଇଁ ଏହି କୋଚିଂ ସେଣ୍ଟର ନିଶ୍ଚିତ ଭାବରେ…

Read More

ରାୟଗଡା,୧/୫:(ଅମୂଲ୍ୟ ନିଶଙ୍କ):ଗ୍ରାମ୍ୟ ସଡ଼କ ଯୋଜନାରେ ଓଡ଼ିଶା ନୂଆ ଉଦାହରଣ ସୃଷ୍ଟି କରିବ I ଆଗାମୀ ଦିନରେ ରାସ୍ତା ଓ ସେତୁ ନିର୍ମାଣ ହେଲେ ଗର୍ଭବତୀ ଓ ପ୍ରସୂତି ମହିଳା ଭାରରେ ଓ ଖଟରେ ବୋହିବା ଭଳି ଦୃଶ୍ୟ ଆଉ ଦୃଶ୍ୟମାନ ହେବନି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାୟଗଡାରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କହିଛନ୍ତି I କେବଳ ରାସ୍ତା ଉନ୍ନତି ନୁହେଁ ଗ୍ରାମରେ ଆବାସ, ପାନୀୟଜଳ ଓ ଆର୍ଥିକ ଉନ୍ନତି ପାଇଁ ଡବଲ ଇଂଜିନ ସରକାର ପ୍ରତିଶ୍ରୁତିବଦ୍ଧ I ରାସ୍ତା କାର୍ଯ୍ୟରେ କୌଣସି ଅନିୟମିତତା ହେଲେ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଚେତାବନୀ ଦେଇଛନ୍ତି I ରାୟଗଡା ଜିଲ୍ଲା ଧରିତ୍ରୀର ସ୍ୱର୍ଗ ଅଟେ, ଆମ ଡବଲ ଇଂଜିନ ସରକାର ଗ୍ରାମାଞ୍ଚଳରେ ବିକାଶପାଇଁ ସଂକଳ୍ପବଦ୍ଧ, ସଡ଼କ, ବାସଗୃହ ଓ ପାନୀୟଜଳ ମାଧ୍ୟମରେ ଆମେ ଲୋକଙ୍କ ପାଖରେ ପହଁଚିବୁ I ବିକଶିତ ଭାରତ ପାଇଁ…

Read More

ବୁଗୁଡ଼ା,୦୧/୦୫,(ଡ.ବି.ପ୍ରକାଶ ଚନ୍ଦ୍ର ପାତ୍ର):ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ଠାରେ ଆଜିଶ୍ରମିକ ଦିବସ ଅବସରରେ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ କାଦପଡା ତନ୍ତୁବାୟ ସେବା ସମିତି ଠାରେ ଏକ ଜଳଛତ୍ର କେନ୍ଦ୍ର ଖୋଲା ଯାଇଛି। ପଥଚାରୀ, ଦିନ ମଜୁରିଆ, ଶ୍ରମିକ ମାନଙ୍କୁ ଅଂଶୁଘାତରୁ ରକ୍ଷାକରିବା ନିମନ୍ତେ ମଇ ଓ ଜୁନ୍ ଦୁଇମାସ ପ୍ରଚଣ୍ଡ ରୌଦ୍ର ତାପ ହେବାର ସମ୍ଭାବନା ଥିବାରୁ ଏମିତି ମହତ ପଦକ୍ଷେପକୁ ବାଲିପଦର ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ପଦକ୍ଷେପ ଗ୍ରହଣ କରିଛି। ଆଜିର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମଞ୍ଚ ସଭାପତି ଇଂ ବିପ୍ର ଚରଣ ପାତ୍ର, ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ, ବି. କ୍ରିଷ୍ଣା ରାଓ ଦୋରା, ମଙ୍ଗୁଳି ପାତ୍ର,ଲକ୍ଷ୍ମଣ କୁମାର ଜେନା, ପଦ୍ମଲୋଚନ ଗୌଡ, ନରସିଂହ ପାତ୍ର, ଦ୍ବିତି କୃଷ୍ଣ ବିଶ୍ବାଳ, ବଂଶଧର ଗୁରୁ, ଇଂ. ମହେଶ୍ବର ଗୁରୁ, ଖଲିପାତ୍ର,କବିରାଜ ପରିଡ଼ା, ରାମହରି ମହାନ୍ତି, ଇ. ନିଳାଚଳ ପାତ୍ର ପ୍ରମୁଖ ଯୋଗଦେଇ ପଥଚାରୀଙ୍କୁ ପାନୀୟ ଜଳ ବଣ୍ଟନ…

Read More