ଚିକିଟି,୨।୧୧(ନିଗମାନନ୍ଦ ପଣ୍ଡା):ଗଞ୍ଜାମ ଜ଼ିଲ୍ଲା କଂଗ୍ରେସ ପୂର୍ବ ତରଫ ରୁ ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ଛତ୍ରପୁର ବ୍ଲକ ବଡ ମାଧପୁର ଗ୍ରାମ ପଂଚାୟତ ର ଇନ୍ଦିରା ବାସ କଲୋନୀ ରେ ଅର୍ଣ୍ଣବ ବାତ୍ୟା ରେ ଖେତୀ ଗ୍ରସ୍ତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରା ଗଲା ଗଞ୍ଜାମ ଜ଼ିଲ୍ଲା କଂଗ୍ରେସ (east) ସଭାପତି ଶ୍ରୀ ରଶ୍ମି ରଞ୍ଜନ ପଟ୍ଟନାୟକ ଉପ ସଭାପତି(ସଂଗଠନ) ଶ୍ରୀ ଅଶୋକ କୁମାର ପଟ୍ଟନାୟକ ଶ୍ରୀ ବୃନ୍ଦାବନ ଖଟେଇ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ବିଚିତ୍ର ନନ୍ଦ ଵେବତ୍ତା ଛତ୍ରପୁର ବ୍ଲକ ଉପ ସଭାପତି ଶ୍ରୀ ତର୍କେଶ୍ଵର ରେଡି ସିଦ୍ଧାନ୍ତ ସାହୁ ବିଷ୍ଣୁ ପ୍ରିୟା ନାୟକ ପଂଚାୟତା ର ବହୁ କଂଗ୍ରେସ ପ୍ରେମୀ ଉପସ୍ଥିତ ଥିଲେ

