ବୁଗୁଡ଼ା,୨୯/୪:(କୁମୁଦ ଚନ୍ଦ୍ର ବେହେରା):ବୁଗୁଡ଼ା ଓକିଲ ସଂଘ ପକ୍ଷରୁ କୋର୍ଟ ପରିସରରେ ମଧୁବାବୁଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ ହୋଇଯାଇଛି। ଓକିଲ ସଂଘ ସଭାପତି ମାନସ ରଞ୍ଜନ…
ବୁଗୁଡା,୨୯/୪(କୁମୁଦ ଚନ୍ଦ୍ର ବେହେରା): ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ବିଷ୍ଣୁଚକ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦ୍ଵିଦିବସୀୟ ଶିକ୍ଷାଦାନ ଶିକ୍ଷଣ ଉପକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ବିଷ୍ଣୁଚକ୍ର…
ବୁଗୁଡ଼ା , ୨୯/୪,(କୁମୁଦ ଚନ୍ଦ୍ର ବେହେରା): ବୁଗୁଡ଼ା ବ୍ଲକ ଗୋଳାବନ୍ଧ ପଞ୍ଚାୟତ ଅନ୍ତର୍ଗତ ସୋଲଣ୍ଡି ଗ୍ରାମରେ ବାବା ସୁବର୍ଣ୍ଣେଶ୍ବର ମହାଦେବ ଓ ଶ୍ରୀହନୁମାନଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ…
ବ୍ରହ୍ମପୁର,୨୯/୪,(କୁମୁଦ ଚନ୍ଦ୍ର ବେହେରା): ରାସ୍ତାରେ ଗଲା ବେଳେ ବାସ୍ନାରେ ହିଁ ପେଟ ପୁରି ଯାଉଥିବ। ଜଳଖିଆ ଦୋକାନରୁ ଶୁଭୁଥିବ ‘ଭାଇନା.., ପୁରି, ଉପମା, ଘୁଗୁନି ଖାଇବ ନା…।’…
ଦେଖା ଦେଲାଣି ପାନୀୟ ଜଳ ସମସ୍ୟା ବାଘୂଆ ନଦୀରେ ନାହିଁ ପାଣି, ଜଳ ସଙ୍କଟରେ ସହରବାସୀ ବୁଗୁଡ଼ା,୨୮/୦୪:(କୁମୁଦ ଚନ୍ଦ୍ର ବେହେରା):ବୁଗୁଡ଼ା ଜନସ୍ବାସ୍ଥ୍ୟ ବିଭାଗର ଯୋଜନା ବିହୀନ କାର୍ଯ୍ୟ…
ଭଞ୍ଜନଗର,୨୮/୪:(ନିଲୁ ବିଷୋୟୀ):କାଳବୈଶାଖୀ ପ୍ରଭାବରେ ମଙ୍ଗଳବାର ଅପରାହ୍ନରେ ଭଞ୍ଜନଗରରେ ପବନ ସହ ପ୍ରବଳ ବର୍ଷା ହୋଇଛି। ଫଳରେ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ତେବେ ପବନ…
ଭଞ୍ଜନଗର,୨୮/୪:(ନିଲୁ ବିଷୋୟୀ):ଉତ୍କଳ ଗୌରବ ମଧୁସୂଦନ ଦାସ ବା ମଧୁ ବାରିଷ୍ଠର। ନିଜ ପ୍ରଗାଢ ଯୁକ୍ତି ବିଚାର ବ୍ୟବସ୍ଥାରେ ତାଙ୍କୁ ସ୍ବତନ୍ତ୍ର କରିପାରିଥିଲା। ମଙ୍ଗଳବାର ଭଞ୍ଜନଗର ଓକିଲ ସଂଘ…
ବେଲଗୁଣ୍ଠା- ୨୮/୪-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ସହରସ୍ଥିତ ଲକ୍ଷ୍ମୀ ନାରାୟଣ ଇଣ୍ଟରପ୍ରାଇଜେସ୍ ପରିସରରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ମହାନ୍ ଜନନାୟକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ…
ବାଲିଗୁଡା,୨୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ-ଗଞ୍ଜାମ-ଗଜପତି ଜିଲ୍ଲା ସୀମାନ୍ତ ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀ ପଲ ବୁଲୁଥିବା ଖବର ଅଞ୍ଚଳ ରେ ଭୟ ସୃଷ୍ଟି କରିଛି | ତେବେ…
ଚିକିଟି:୨୮/୪(ନିଗମାନନ୍ଦ ପଣ୍ଡା ):ଆଜି ଚିକିଟି ବିଧାନସଭା ଅନ୍ତର୍ଗତ ତୁରୁବୁଡି ଗ୍ରାମର କୁରାଳ ସମାଜ ( କୁମ୍ଭାର ସାହି) ର ସମସ୍ତ ବାସିନ୍ଦା ବିଜେଡି ଦଳ ପରିତ୍ୟାଗ କରି…
ବେଲଗୁଣ୍ଠା,୨୮/୪,(ଶିବରାମ ଚୌଧୁରୀ):ବେଲଗୁଣ୍ଠା ସହର ସମେତ ଆଖପାଖ ଅଞ୍ଚଳରେ ଆଜି ଅପରାହ୍ନରେ କାଳବୈଶାଖୀର ରୂପ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ବହିଥିବା ପବନ ଓ ଘଡ଼ଘଡ଼ି ସହ ବର୍ଷା…
ବ୍ରହ୍ମପୁର,୨୮/୦୪:(ହିମାଂଶୁ ଶେଖର ସାବତ):ଅକ୍ଷୟ ତୃତୀୟା ଅବସରରେ ବାଲ୍ୟବିବାହ ନିଷେଧ ପାଇଁ ସପ୍ତାହବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ପାଳନ ଅବସରରେ ବାଲ୍ୟ ବିବାହ ମୁକ୍ତ ଓଡ଼ିଶା ଗଠନ ଲକ୍ଷ ନେଇ…