Author: janabani

ବୁଗୁଡ଼ା ୧୮/୦୩(ଡ.କୁମୁଦ ଚନ୍ଦ୍ର ବେହେରା) : ବୁଗୁଡ଼ା ଅଞ୍ଚଳରେ ଦିନକୁ ଦିନ ଜନବସତି ବୃଦ୍ଧି ହେବାରେ ଲାଗିଛି । ଏହି ଅନୁପାତରେ ଯାନବାହାନ ମଧ୍ୟ ବୃଦ୍ଧି ପାଇଛି । ବହୁ ସମୟରେ ବେପରୁଆ ଗାଡ଼ି ଚାଳନା ପାଇଁ ଛୋଟମୋଟ ଦୁର୍ଘଟଣାମାନ ଘଟୁଛି । ସରକାର ୧୮ ବର୍ଷରୁ କମ ବୟସ ଓ ବିନା ଲାଇସେନ୍ସରେ ଗାଡ଼ି ଚଳାଇବା ମନା କରିଥିବା ବେଳେ ସଡ଼କ ସୁରକ୍ଷା ନିୟମକୁ ଲୋକେ ଏବେ ଭୁଲିଗଲେଣି । ବୁଗୁଡ଼ା ସହରରେ କଲେଜ ପିଲାଙ୍କଠୁ ଆରମ୍ଭ କରି ସ୍କୁଲ ପିଲା ଯାଏଁ ବିନା ଲାଇସେନ୍ସରେ ଗାଡ଼ି ଚଲାଉଥିବା ସହ ହେଲମେଟ ନପିନ୍ଧି ଗାଡ଼ି ଚଲାଉଥିବା ବେଳେ ପୋଲିସ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ଏପରିକି ଛାତ୍ରଛାତ୍ରୀମାନେ ସ୍କୁଲ କିମ୍ବା କଲେଜକୁ ଗାଡ଼ି ଚଲାଇ ଯାଉଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ଓ କଲେଜ କର୍ତ୍ତୃପକ୍ଷ ମଧ୍ୟ ନଜାଣିଲା ଭଳି ରହୁଛନ୍ତି । ସହରରେ କଲେଜ ଛାତ୍ରମାନେ ବହୁ ସମୟରେ ଦ୍ରୁତ…

Read More

ରାୟଗଡ଼ା : ୧୮/୩ (ଅମୂଲ୍ୟ ନିଶଙ୍କ) ରାୟଗଡ଼ା ଜ଼ିଲ୍ଲା ଉତ୍କଳ ସାମକ୍ଷ୍ୟ ଉଗାଦି ଉତ୍ସବଲୁ କମିଟି ପକ୍ଷରୁ ଚଳିତ ମାସ 19 ଓ 20 ତାରିଖ ଦୁଇଦିନ ଧରିଅନୁଷ୍ଠିତ ହେବାକୁ ଥିବା ତେଲୁଗୁନୂତନ ବର୍ଷ ତଥା ଉଗାଦି 2026 ନିମନ୍ତେ ଗତ 01 ତାରିଖରେ ରାୟଗଡ ସହର ନିକଟସ୍ଥ 326 ଜାତୀୟ ରାଜପଥ କଡ଼ ଖାଲିଗୁଡା ନିକଟ ପଡିଆ ଠାରେ ଭୂମିପୂଜନ ଓ ଶୁଭଖୁଣ୍ଟିସ୍ଥାପିତ ସହିତ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ପରେ ପରେ ଉଗାଦି ଉତ୍ସବ କମିଟି ସଭାପତି ୟାଲା କୋଣ୍ଡା ବାବୁ, କୋତାପେଟା ଉନୟନ କମିଟି ସଭାପତି ଲକ୍ଷ୍ମଣ ରାଓ ଓ ରାୟଗଡ ମିଲ ମାଲିକ ସଙ୍ଘ ସଭାପତି କାଶୀନାଇଡ଼ୁ ପ୍ରତକ୍ଷ୍ୟ ତ୍ୱାତ୍ୱବଧାନ ରେ ଉତ୍ସବ ପଡିଆ ର କାମ ୟୁଦ୍ଧକାଳିନୀ ଭିତିରେ ସମାପ୍ତି ହୋଇଛି l ଉଗାଦି ଉତ୍ସବ ନିମନ୍ତେ ପଡିଆ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତି ହୋଇସାରିଛି l 19 ତାରିଖ ଦିନ ଉତ୍ସବ ପଡିଆ ଠାରେ…

Read More

ରାୟଗଡ: ୧୭/୩ ( ଅମୂଲ୍ୟ ନିଶଙ୍କ) ଗତ କାଲି ଗୁଡାରି ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସମାପ୍ତି ପରେ ପରେ ରାୟଗଡ ୟୁବ ଜିଲ୍ଲାପାଳ ଆଶୁତୋଷ କୂଳକର୍ଣ୍ଣି ଆଇ ଇ ଏସ ଓ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପ ଆଇ ଇ ଏସ ଗୁଡାରି ବ୍ଲକ ମଧୁବନ ପଞ୍ଚାୟତର ପାହାଡ଼ ଶିଖର ଗ୍ରାମ କର୍ଲଗୁଡି, ରେଙ୍ଗାପଦର ଓ କେପିଟି ଆଦି ଗାଁ କୁ ପାଦ ଚଲା ରାସ୍ତାରେ ଦୀର୍ଘ ୦୫ ରୁ ୦୭କିମି ପାଦରେ ଚାଲି ଚାଲି ପାହାଡ଼ ଚଢି ନାଳ ପାର ହୋଇ ସମସ୍ତ ଗ୍ରାମ ଗସ୍ତ କରି ଲୋକଙ୍କ ମୌଳିକ ସୁବିଧା ସହିତ ସରକାର ଙ୍କ ଯୋଜନା ରେ କିପରି ଉପକୃତ ହେଉଛନ୍ତି tahaପଚାରି ବୁଝିଥିଲେ । ଆଧାର କାର୍ଡ ଓ ଖାଉଟି କାର୍ଡ ସମସ୍ୟା ବହୁ ପରିମାଣରେ ଥିବା ଯୋଗୁଁ ତୁରନ୍ତ ଏକ କ୍ୟାମ୍ପ କରି ଲୋକଙ୍କ ଆଧାର ଓ…

Read More

ରାୟଗଡ:- ୧୬/୩ (ଅମୂଲ୍ୟ ନିଶଙ୍କ) ସ୍ଥାନୀୟ ଗୁଡାରୀ ବ୍ଲକ ସଭାଗୃହରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକାରୀ ଗୋଷୁନର ବାର୍ଲା, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ରାୟଗଡ ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପ, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଭି ସରଜୋନୀ ଦେବୀ, ଗୁଣପୁର ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନ, ଯୋଗଦେଇ ସମସ୍ତ ଅଭିଯୋଗର ଶୁଣାଣୀ କରିଥିଲେ। ଆଜି ମୋଟ ୬୩ଟି ଅଭିଯୋଗ ର ଶୁଣାଣୀ ହୋଇଥିବା ବେଳେ, ସେଥିରୁ ଟି ୫୭ ବ୍ୟକ୍ତିଗତ,୦୬ଟି ସାମୁହିକ ଦରଖାସ୍ତ ପଞ୍ଜିକରଣ ହୋଇଥିଲା । ଜିଲ୍ଲାପାଳ ଆଜି ତିନି ଜଣଙ୍କୁ ୫୦ହଜାର ଟଙ୍କାର ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ ।…

Read More

ବୁଗୁଡ଼ା : ୧୭/ ୩ : (ଡ. କୁମୁଦ ଚନ୍ଦ୍ର ବେହେରା)ଜୈବିକ କୃଷିର ପ୍ରଚାର ପ୍ରସାର ସହିତ କୃଷକମାନଙ୍କୁ ଏଥିପ୍ରତି ଆକୃଷ୍ଟ କରିବା ଏବଂ ପରିବେଶ ଉପଯୋଗୀ କୃଷି ପ୍ରଣାଳୀକୁ ଆଗକୁ ନେବାରେ ସାବରମତୀଙ୍କ ଅନେକ ଅବଦାନ ରହିଥିବା ରାଷ୍ଟ୍ରପତି ନିଜ ଭାଷଣରେ କହିଛନ୍ତି । ସାବରମତୀଙ୍କୁ ପ୍ରଶଂସା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଶ୍ଵ ସମ୍ମିଳନୀରେ ଓଡ଼ିଆ କୃଷି ବିଶେଷଜ୍ଞଙ୍କ ପ୍ରଶଂସା । ‘କୃଷି ଓ ଖାଦ୍ୟ ପ୍ରଣାଳୀରେ ମହିଳା’ ଏହି ଶୀର୍ଷକରେ ଦିଲ୍ଲୀରେ ଆୟୋଜିତ ହୋଇଥିଲା ବିଶ୍ଵ ସମ୍ମିଳନୀ । ସମ୍ମିଳନୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହିଳା ଚାଷୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଏହି ଅବସରରେ ପଦ୍ମଶ୍ରୀ ସାବରମତୀଙ୍କ ବିଷୟରେ ଚର୍ଚ୍ଚା କରିବା ସହ ଜୈବିକ ଚାଷରେ ତାଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି ।ଜୈବିକ କୃଷିର ପ୍ରଚାର ପ୍ରସାର ସହିତ କୃଷକମାନଙ୍କୁ ଏଥିପ୍ରତି ଆକୃଷ୍ଟ କରିବା ଏବଂ ପରିବେଶ ଉପଯୋଗୀ କୃଷି ପ୍ରଣାଳୀକୁ ଆଗକୁ ନେବାରେ…

Read More

ରାୟଗଡ:- ୧୬/୩ (ଅମୂଲ୍ୟ ନିଶଙ୍କ) ସ୍ଥାନୀୟ ଗୁଡାରୀ ବ୍ଲକ ସଭାଗୃହରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକାରୀ ଗୋଷୁନର ବାର୍ଲା, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ରାୟଗଡ ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପ, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଭି ସରଜୋନୀ ଦେବୀ, ଗୁଣପୁର ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନ, ଯୋଗଦେଇ ସମସ୍ତ ଅଭିଯୋଗର ଶୁଣାଣୀ କରିଥିଲେ। ଆଜି ମୋଟ ୬୩ଟି ଅଭିଯୋଗ ର ଶୁଣାଣୀ ହୋଇଥିବା ବେଳେ, ସେଥିରୁ ଟି ୫୭ ବ୍ୟକ୍ତିଗତ,୦୬ଟି ସାମୁହିକ ଦରଖାସ୍ତ ପଞ୍ଜିକରଣ ହୋଇଥିଲା । ଜିଲ୍ଲାପାଳ ଆଜି ତିନି ଜଣଙ୍କୁ ୫୦ହଜାର ଟଙ୍କାର ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ ।…

Read More

ବୁଗୁଡ଼ା: ୧୫/୩ : (ଜନବାଣୀ ନ୍ୟୁଜ୍)ବୁଗୁଡ଼ାରେ ଦଣ୍ଡକାଳୀଙ୍କ ଯାତ୍ରା ଉତ୍ସବ ପାଇଁ ମା ମହାମାୟୀ ନାଟ୍ଯ ସଂଘ ତରଫରୁ ରବିବାର ଦିନ ମୀନ ସଂକ୍ରାନ୍ତି ଅବସରରେ ବୁଗୁଡ଼ା ବଡଦାଣ୍ଡରେ ପବିତ୍ର ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି। ପ୍ରଥମେ ମା କାଳୀ ମନ୍ଦିରରେ ଶୁଭ ଖୁଣ୍ଟି ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାପରେ ସେଠାରୁ ମହାମାୟୀ ନାଟ୍ଯ ସଂଘର ସଭାପତି କେଦାରନାଥ ମହାରଣାଙ୍କ ତତ୍ତ୍ବାବଧାନରେ ସଦସ୍ୟଗଣ ଶୁଭ ଖୁଣ୍ଟିକୁ ଧାରଣ କରି ବାଦ୍ଯ ବାଜଣା ସହ ଏକ ଶୋଭାଯାତ୍ରାରେ ପରିକ୍ରମଣ କଲାପରେ ସ୍ଥାନୀୟ ବଡଦାଣ୍ଡରେ ବିରାଜମାନ ଠାକୁର ଶ୍ରୀ ବଳଦେବ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ପୁଣି ପୂଜା କାର୍ଯ୍ୟ ସଂପାଦନ କଲାପରେ ଠାକୁରଙ୍କ ଆଜ୍ଞାମାଳ ଅଣାଯାଇ ଥିଲା। ତାପରେ ମନ୍ଦିର ସମ୍ମୁଖ ବଡଦାଣ୍ଡରେ ପୂଜକ ରମେଶ ଚନ୍ଦ୍ର ପାଣିଙ୍କ ଦ୍ବାରା ପୂଜା ପାଠ ହେଲାପରେ ବାଦ୍ଯ ବାଜଣା ସହ ପବିତ୍ର ଶୁଭ ଖୁଣ୍ଟିକୁ ସ୍ଥାପନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କୃଷ୍ଣ ଚନ୍ଦ୍ର ମହାପାତ୍ର, ଆଲୋକ…

Read More

ରାୟଗଡ଼ା : ୧୫/୩ ( ଅମୂଲ୍ୟ ନିଶଙ୍କ)ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରି ଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ମହାଡମ୍ବରରେ ଆମ ନୃତ୍ୟ ଆମ ସଂସ୍କୃତି କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଉତ୍କଳ ଆଲୁମିନା ସିଏସଆର ବିଭାଗ ଦ୍ଵାରା ଦୁଇଦିନ ଧରି ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକକଳା ତଥା ସଂସ୍କୃତିକୁ ପ୍ରତିଯୋଗୀମାନେ ମଞ୍ଚସ୍ଥ କରିଥିଲେ। ସ୍ଥାନୀୟ କଳା ସଂସ୍କୃତିକୁ ଉଜ୍ଜୀବିତ ତଥା ଆଦିବାସୀ ଐତିହ୍ୟ, ସଂସ୍କୃତି ଓ ଲୋକକଳାକୁ ମଞ୍ଚ ପ୍ରଦାନ ଏବଂ ସ୍ଥାନୀୟ ଅଞ୍ଚଳ ପ୍ରତିଭାବାନ ଲୁକ୍କାଇତ କଳାକାରଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଉତ୍କଳ ଆଲୁମିନା ପକ୍ଷରୁ ଏହି ପ୍ରୟାସ କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରଥମ ଦିନ ସ୍ଥାନୀୟ ଅଞ୍ଚଳର ୨୧ଟି ଗ୍ରାମରୁ ଆସିଥିବା ପ୍ରତିଭାନ କଳାକାରଙ୍କ ଦ୍ୱାରା ଆଦିବାସୀ ନୃତ୍ୟ ଢେମସା ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ସିନେମା ଜଗତର ଜଣାଶୁଣା…

Read More

॥ ଜନବାଣୀ ॥ ବୁଗୁଡ଼ା, ୧୪/୩ : ( କୁମୁଦ ଚନ୍ଦ୍ର ବେହେରା ) ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଗ୍ୟାସ ସଙ୍କଟ ଦେଖାଦେଇଛି । ବୁଗୁଡ଼ାରେ ଚାରିଦିନ ହେଲା ଘରୋଇ ଓ କମର୍ସିଆଲ ଗ୍ୟାସ ସଙ୍କଟ ଘଟିଲେଣି । ଜଳଖିଆ ଦୋକାନ, ହୋଟେଲ ଓ ବଡ଼ବଡ଼ ରେଷ୍ଟୁରାଣ୍ଟକୁ କମର୍ସିଆଲ ଗ୍ୟାସ ଚାରିଦିନ ହେଲା ଯୋଗାଣ ପାଉନାହିଁ । ଫଳରେ ଗଚ୍ଛିତ ଥିବା ଗ୍ୟାସ ବି ସରିବାକୁ ବସିଲାଣି । ଯେକୌଣସି ମୁହୂର୍ତ୍ତରେ ସରିଗଲେ ବ୍ୟବସାୟ ବନ୍ଦ ହେବାର ଆଶଙ୍କା କରାଯାଉଛି । ସେହିପରି ଘରୋଇ ଗ୍ୟାସ ବୁକିଂ ମଧ୍ୟ ସହଜରେ ହେଉନାହିଁ । ଏବେ ଗ୍ୟାସ ନେବାର ୨୫ ଦିନ ପରେ ପରବର୍ତ୍ତୀ ଗ୍ୟାସ ବୁକିଂ ନେଇ ସରକାର ବ୍ୟବସ୍ଥା କରିଛନ୍ତି । ତେବେ ଚାରିଦିନ ହେଲା ଅଧିକାଂଶ ଗ୍ରାହକ ଗ୍ୟାସ ବୁକିଂ ପାଇଁ ପ୍ରୟାସ ସତ୍ତ୍ବେ ଅନଲାଇନରେ ବୁକିଂ ହିଁ ହେଉନାହିଁ । ଯାହାକୁ ନେଇ…

Read More

ତୁମୁଡ଼ିବନ୍ଧ : ୧୪/୩ : ( ଜନବାଣୀ) ସ୍ଵାଧୀନତା ର ୭୮ ବର୍ଷ ପରେ ଆଜି ଯୁବ ଜିଲ୍ଲାପାଳ ବେଲଘର ରେ ପହଞ୍ଚି ଆଦିମ ଜନଜାତି କୁଟିଆ (ପି ଭି ଟି ଜି) ମାନ ଙ୍କ ଅଭିଯୋଗ ଶୁଣିଛନ୍ତି । ବିଗତ ଦିନ ରେ ବାଇକ୍ ରେ ଯାଇ କୁଟିଆ ଗାଁ ରେ ପହଞ୍ଚି ସମସ୍ୟା ଦେଖିବା ସହ ସରକାର ଙ୍କ ଯୋଜନା ଦେଖି ଚର୍ଚ୍ଚା ରେ ଥିବା କନ୍ଧମାଳ ଜିଲ୍ଲାପାଳ ଙ୍କ ଜନ ଶୁଣାଣି କୁ ବିଭିନ୍ନ ମହଲ ରେ ସ୍ବାଗତ କରାଯିବା ସହ ଜିଲ୍ଲାପାଳ ଙ୍କ ପ୍ରୟାଶ କୁ ପ୍ରଶଂସା କରାଯାଇଛି । ଏହି ଜନ ଶୁଣାଣି ବେଲଘର ଠାରେ ଥିବା କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଥିବା ବେଳେ ବେଲଘର , ଗୁମା , ଝିରିପାଣି ଓ ବିଲାମାଳ ପଞ୍ଚାୟତ ରେ ବସବାସ କରୁ ଥିବା ଆଦିମ ଜନ ଜାତି କୁଟିଆ…

Read More

ଦାରିଙ୍ଗବାଡି : ୧୩/୩ (ଜନବାଣୀ ନ୍ୟୁଜ ) ମଦ୍ୟ ପାନ କରି ୪ ବର୍ଷ ଶିଶୁ ର ଯୌନାଙ୍ଗ କାଟି ଦେଲେ ସାବତ ବାପା। ଦାରିଙ୍ଗବାଡି ଥାନା ସୋନପୁର ପଞ୍ଚାୟତ ର ଦବେଡ଼ି ଗ୍ରାମ ରେ ଦେଖିବାକୁ ମିଳିଛି କିଛି ଏଭଳି ଅଭାବନୀୟ ଘଟଣା । ରମିତା ମୁଠାମାଝି ସ୍ବାମୀ ଙ୍କ ମୃତ୍ୟୁ ପରେ ରମିତା ଦବେଡି ଗ୍ରାମ ର ଜିକ୍ତ ମୁଠାମାଝି ଙ୍କୁ ଦ୍ଵିତୀୟ ବିବାହ କରିଥିଲେ । ଗୁରୁବାର ଦିନ ସ୍ତ୍ରୀ ରମିତା ମୁଠାମାଝି ୪ ବର୍ଷ ର ପୁଅ ସହିତ ସ୍ବାମୀ କୁ ଘରେ ଛାଡି ଗୋବର ଆଣିଯାଇ ଘରକୁ ଫେରିବା ବେଳେ ସ୍ବାମୀ ସାବତ ପୁଅ ର ଯୌନାଙ୍ଗ କାଟି ଦେଇଥିବା ଦେଖି ଦେଇଥିଲେ । ପିଲା ଟିର ରକ୍ତ ବହିଯାଉଥିଲେ ସୁଦ୍ଧା ସାବତ ବାପା କାହାରି କୁ କିଛି କହି ନଥିଲେ । ମା ଗୋବର ଗୋଟାଇ ଘରକୁ ଆସି ଦେଖିବା ବେଳେ ପୁଅ…

Read More

ବାଙ୍ଗିରିପୋଷି : ତା-୧୩/୦୩ (ଜନ ବାଣୀ): ଗ୍ରାମାଞ୍ଚଳର ମେହନତି ଲୋକଙ୍କ ପାଇଁ ବାଉଁଶ କାମ ଆଜିବି ସମ୍ମାନ ସହିତ ବଞ୍ଚିବାର ଏକ ମୁଖ୍ୟ ରାସ୍ତା ହୋଇ ରହିଛି। ପୂର୍ବରୁ ମାହାଲି ସମ୍ପ୍ରଦାୟର କୌଳିକ ବୃତ୍ତି ଭାବେ ପରିଚିତ ଥିବା ବାଉଁଶ କାମ ବର୍ତ୍ତମାନ କେବଳ ଗୋଟିଏ ସମ୍ପ୍ରଦାୟରେ ସୀମିତ ନ ରହି ଅନ୍ୟାନ୍ୟ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଏହାକୁ ଆପଣେଇ ଜୀବିକା ଉପାର୍ଜନ କରୁଛନ୍ତି। ଗ୍ରାମ ଅଞ୍ଚଳରେ ଅନେକ ପରିବାର ଆଜିବି ବାଉଁଶ କାମକୁ ନିଜର ମୁଖ୍ୟ ଜୀବିକା ଭାବେ ଧରିରଖିଛନ୍ତି।କିନ୍ତୁ ଆଧୁନିକ ଯୁଗରେ ପ୍ଲାଷ୍ଟିକ ଓ ଫାଇବର ଦ୍ୱାରା ତିଆରି ହେଉଥିବା ବିଭିନ୍ନ ସାମଗ୍ରୀ ବଜାରରେ ବଢ଼ିବା ସହିତ ବାଉଁଶ ତିଆରି ଜିନିଷର ଚାହିଦା ଧୀରେ ଧୀରେ କମିବାରେ ଲାଗିଛି। ଏହା ସହିତ କାଗଜ କଳ, ଘର ନିର୍ମାଣ, ବଡ଼ ପୋଲ ଓ ଅନ୍ୟାନ୍ୟ କାମ ପାଇଁ ଗାଁ ଗୁଡ଼ିକରୁ ବହୁ ପରିମାଣରେ ବାଉଁଶ ଚାଲାଣ ହେଉଥିବାରୁ ଭଲ ବାଉଁଶ…

Read More